କରୋନା ପାଇଁ ବ୍ରହ୍ମପୁରରେ ସବୁ ମଲ୍ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବ୍ରହ୍ମପୁର ମୁନିସିପାଲ୍ଟି କର୍ପୋରେସନ୍। କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁରରେ ଥିବା ସମସ୍ତ ମଲ୍ଗୁଡ଼ିକୁ ଆଜିଠାରୁ ବନ୍ଦ କରିବାକୁ...
କରୋନା ସତର୍କତା – ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା କୋଣାର୍କ ମନ୍ଦିର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା କୋଣାର୍କ ମନ୍ଦିର। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି କୋଣାର୍କ ମନ୍ଦିର ପ୍ରଶାସନ। ଆଗାମୀ ନିର୍ଦ୍ଦେଶ ଯାଏଁ ପର୍ଯ୍ୟଟକଙ୍କ...
କରୋନା ଡର – ଦିନ ୨ଟାରୁ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ସତର୍କ ହେଲା ନଗର ଉନ୍ନୟନ ବିଭାଗ। ଏନେଇ ଦିନ ୨ଟାରୁ ସହରାଞ୍ଚଳର ସବୁ ପାର୍କ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ଵରରେ ମଧ୍ୟ ସବୁ ପାର୍କ ୨ଟାରୁ ବନ୍ଦ...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କେରୋନା ବ୍ୟୁରୋ
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ଓଡ଼ିଶାରେ ବାଜିଲା ସତର୍କ ଘଣ୍ଟି – କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ବାଜିଲା କରୋନା ସତର୍କ ଘଣ୍ଟି। ଚିହ୍ନଟ ହେଲେ ପ୍ରଥମ କରୋନା ରୋଗୀ। ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନିରେ ରହୁଥିବା ଜଣେ ଯୁବକ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର...
ଅଦାଲତ ବନ୍ଦ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କଲା ବାର୍ କାଉନସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ବାର୍ କାଉନସିଲ୍ ସ୍ୱତନ୍ତ୍ର କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟ ତାଙ୍କ...
ଫୁଲବାଣୀ ଆଇସୋଲେସନ ୱାର୍ଡରୁ କରୋନା ସନ୍ଦିଗ୍ଧ ଚମ୍ପଟ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଫୁଲବାଣୀ ଆଇସୋଲେସନ ୱାର୍ଡରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ ମାରିଛନ୍ତି। ଯୁବକ ଜଣକ କିଛି ଦିନ ତଳେ କେରଳରୁ ଫେରିଥିଲେ।
ରବିବାର କରୋନା ଯାଞ୍ଚ କରାଇବା ପାଇଁ ସେ ଫୁଲବାଣୀ...
କରୋନା ପାଇଁ ବସ୍ ମାଲିକଙ୍କୁ ଗାଇଡଲାଇନ୍, ଓଭରଲୋଡିଂ କଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା କାରଣରୁ ବସ୍ମାନଙ୍କ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କଲା ପରିବହନ ବିଭାଗ। ଟୁଇନ୍ ସିଟି ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ସମସ୍ତ ଘରୋଇ ଓ ସରକାରୀ ବସ ପାଇଁ ଏହି...
କରୋନା ପାଇଁ ବ୍ରହ୍ମପୁରରେ ମୃଗ ବିହାର, ପାନ୍ଥ ନିବାସ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଯେପରି ନ ବ୍ୟାପିବ ସେଥିପାଇଁ ବ୍ରହ୍ମପୁର ତପ୍ତପାଣି ଉଷ୍ଣ ପ୍ରସବଣ ନିକଟରେ ଥିବା ପାନ୍ଥ ନିବାସ ଓ ମୃଗ ବିହାରକୁ ବନ୍ଦ କରାଯାଇଛି।
ତପ୍ତପାଣି ମୃଗ ବିହାରକୁ...
କରୋନା ଆଲର୍ଟ – ପ୍ରଥମରୁ ନବମ ଶ୍ରେଣୀ ଯାଏଁ ପରୀକ୍ଷା ବାତିଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ବାତିଲ ହେଲା ପରୀକ୍ଷା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏନେଇ ସ୍କୁଲ...





















