କରୋନା ଭୟ – ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ। ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ଏହି ପଞ୍ଚାୟତ ଉପ-ନିର୍ବାଚନକୁ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନର...
ସ୍ୱଚ୍ଛ ହାତ ସୁସ୍ଥ ଶରୀର – ଜାଣନ୍ତୁ ହାତ ଧୋଇବାର ସଠିକ ପ୍ରଣାଳୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥାନ୍ତି। ଏବେ...
କରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ରୋହିତ ଶର୍ମା, ସେଆର କଲେ ଭିଡିଓ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ସରକାର ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଜନସଚେତନତାରେ ସାମିଲ ହୋଇଛନ୍ତି କ୍ରିକେଟର ରୋହିତ ଶର୍ମା।...
ମହାମାରୀର ନାଁ ‘କରୋନା’ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
କାହିଁକି କାୟା ମେଲାଉଛି କରୋନା? କେମିତି ତିଆରି ହେବ ଔଷଧ? ଏନେଇ ଗବେଷଣା ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା। କାହିଁକି ନା ଏହି ଭୟଙ୍କର...
କରୋନା ଭୟ – ପିପିଲି ଟୋଲ ଗେଟ୍ରେ ପର୍ଯ୍ୟଟକଙ୍କ ହେବ କରୋନା ସ୍କ୍ରିନିଂ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପିପିଲି ଟୋଲ ଗେଟ୍ରେ ପର୍ଯ୍ୟଟକଙ୍କ କରୋନା ସ୍କ୍ରିନିଂ ହେବ । କରୋନା ସନ୍ଦେହ ହେଲେ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯିବ। ଏନେଇ ସୋମବାର ଟୁଇଟରରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି...
କରୋନା ମୁକାବିଲା: ଗଞ୍ଜାମରେ ୧୪୪ ଧାରା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସରୁ ଯେଭଳି ମୁକ୍ତି ମିଳିବ ଓ ପ୍ରତିହତ କରିହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।...
କରୋନା ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ – ୨୪ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ଛାତ୍ରାଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପିଜି କାଉନସିଲ୍...
ଭାରତରେ କରୋନା ଆକ୍ରାନ୍ତ ୧୧୦ – ଜାଣନ୍ତୁ କେଉଁ ରାଜ୍ୟରେ କେତେ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ୨୦୧୯ ଡିସେମ୍ବରରେ ଚୀନରେ ପ୍ରଭାବ ଆରମ୍ଭ କରିଥିଲା। ଏହା ଧୀରେ ଧୀରେ ସାରାବିଶ୍ୱକୁ ବ୍ୟାପିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି।...
କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରନ୍ତୁ ନାହିଁ – ସୁବ୍ରତ ବାଗ୍ଚି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ଗଣମାଧ୍ୟମର ସହଯୋଗ ଲୋଡ଼ିଲେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏନେଇ ସେ ଏକ...
କରୋନା ମୁକାବିଲା: ଆଜିଠୁ ବନ୍ଦ ରହିବ ଟୁଇନ୍ ସିଟିର ସମସ୍ତ ସପିଂ ମଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ୟୁହାନରୁ ସୃଷ୍ଟି ହୋଇଥିବା କରୋନା ଏବେ ଓଡ଼ିଶାରେ ପହଞ୍ଚିଛି। ଏହି ମହାମାରୀ ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି। କରୋନା ପାଇଁ ଆଜିଠୁ କଟକ ଓ ଭୁବନେଶ୍ୱରର...





















