ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ – ଦିନକରେ ସର୍ବାଧିକ ୪୪୪୫ ପଜିଟିଭ୍ ଚିହ୍ନଟ, ୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରେନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ଦିଗକୁ ଗତି କରୁଛି। ପ୍ରତିଦିନ ପଜିଟିଭ୍ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ...

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା – ତିନି ଲକ୍ଷ ମୁହାଁ ସଂକ୍ରମଣ, ୧୬୧୯ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ...

ରାଜ୍ୟରେ କୋଭିଡ ଚିକିତ୍ସା ଲାଗି କେମିତି ଅଛି ସୁବିଧା? ସ୍ଥିତି ପରଖିବା ଲାଗି ବିଶେଷଜ୍ଞ କମିଟି ନିଯୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କୋଭିଡ ଚିକିତ୍ସା ଲାଗି ସୁବିଧା ସବୁ ସ୍ଥାନରେ ଅଛି କି ନା ତାହା ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କରୋନା ରୋଗୀଙ୍କ...

କରୋନାର ଦ୍ଵିତୀୟ ସଂକ୍ରମଣ ପରେ ଭୁବନେଶ୍ଵରରେ ହଷ୍ଟେଲ ଛାଡୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନାର ଦ୍ଵିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ହଷ୍ଟେଲରେ ରହି ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏବେ ଘରମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟର...
corona vaccine-1

ରାଉରକେଲାରେ କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ...

ରାଜ୍ୟରେ ଅଣାୟତ୍ତ କରୋନା – ଦିନକରେ ୩୧୪୪ ପଜିଟିଭ୍ ଚିହ୍ନଟ, ୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪...

ଶିଶୁଙ୍କ ପ୍ରତି ଅଧିକ କରୋନା ଭୟ – ସଚେତନ ରହିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଲେ ବିଶେଷଜ୍ଞ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ ଲହରୀ କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁଙ୍କୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ...

ଦେଶରେ ସଂକ୍ରମଣ ସଂଖ୍ୟା ୨ଲକ୍ଷ ପାର୍ – ଦିନକରେ ୧୩୪୧ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪...

ପଶ୍ଚିମଓଡ଼ିଶାର ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ସମୟରେ ବନ୍ଦ ରହିବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ପଶ୍ଚିମଓଡ଼ିଶାର ୧୦ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ପୁଣିଥରେ ସେହି ଜିଲ୍ଲାଗୁଡ଼ିକ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସପ୍ତାହନ୍ତ...

କରୋନା ପାଇଁ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ – ଘରେ ପିଲାମାନଙ୍କର ପାଠପଢ଼ାରେ ମନଯୋଗ କେମିତି ବଢ଼ିବ?

ଗୀତା ଦାସ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ପୁଣିଥରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଏବେ ପିଲାମାନଙ୍କ ପାଠପଢ଼ା ପୂର୍ବଭଳି ପ୍ରଭାବିତ ହେବ। ସେମାନେ ପାଠପଢ଼ା ପ୍ରତି ମନଯୋଗ ଦେଇନପାରନ୍ତି।...