onion garlic

ସ୍ୱାସ୍ଥ୍ୟ ପାଇଁ ଉପକାରୀ ପିଆଜ, ରସୁଣ ଚୋପା – କେମିତି କରିବେ ପ୍ରୟୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ପରିବା ନୁହେଁ ପରିବା ଚୋପା ବି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ପରିବା କାଟି ସାରିବା ପରେ ପରିବା ଚୋପାକୁ ନ ଫୋପାଡ଼ି ତାକୁ ନିଜ ବ୍ୟବହାରରେ ଲଗାଇ ପାରିବେ।...

ଶରୀରରେ ପ୍ରୋଟିନ୍‌ର ଅଭାବ ଦୂର କରିଥାଏ ଗାଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଟାମିନ୍-ଏ’ରେ ପରିପୂର୍ଣ୍ଣ ଗାଜର ବିଭିନ୍ନପ୍ରକାର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ରୋଗବ୍ୟାଧିର ରାମବାଣ। ଏହା ପ୍ରଦୂଷଣ ସହିତ ଜଡ଼ିତ ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରେ। କେବଳ ସେତିକି ନୁହେଁ ଦାନ୍ତମାଢ଼ି, କେଶ ଏବଂ...

ବାରମ୍ବାର ହାତ ଧୋଇବା ଯୋଗୁଁ ହାତ ଶୁଷ୍କ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣ ଜୀବାଣୁଠାରୁ ଦୂରରେ ରହିବାକୁ ଚାହାଁନ୍ତି, ତେବେ ନିୟମିତ ଭାବେ ହାତ ଧୋଇବା ଏବଂ ଲଗାତାର ପରିଷ୍କାର କରିବା ଅତ୍ୟନ୍ତ ଜରୁରୀ, କିନ୍ତୁ ପ୍ରତି ଘଣ୍ଟାରେ ହାତ ଧୋଇବା କିମ୍ବା...
doctor-2

ଡାକ୍ତରଙ୍କୁ ଜଣାନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ସମୟରେ ଆମେ ଡାକ୍ତରଙ୍କୁ ନିଜ ଶାରୀରିକ ବା ମାନସିକ ସମସ୍ୟା ଜଣାଇବା ପାଇଁ କୁଣ୍ଠାବେଧ କରୁ। ଏପରି ମଧ୍ୟ କିଛି ବ୍ୟକ୍ତିଗତ ସମସ୍ୟା ଥାଏ ଯାହାକୁ ଆମେ ଖୋଲାଖୋଲି ଭାବେ...

ଡାଳିମ୍ବ ଚୋପାରେ ଥାଏ ଔଷଧୀୟ ଗୁଣ – କେମିତି କରିବେ ପ୍ରୟୋଗ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀରକୁ ଫିଟ୍‌ ରଖିବା ପାଇଁ ସବୁ ପ୍ରକାର ଫଳ ଖାଇବା ଆବଶ୍ୟକ। ଡାଳିମ୍ବ ଫଳ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତେବେ ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି। ଡାଳିମ୍ବରେ...
sandalwood-4

ତ୍ୱଚାର ସବୁ ସମସ୍ୟା ଦୂର କରେ ଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଛି। ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ନିତିଦିନିଆ ଜୀବନ ତଥା ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ବାୟୁମଣ୍ଡଳରେ ଘୁରି ବୁଲୁଥିବା ମାଟି, ଧୂଳି କଣିକା...

୨୪ ଘଣ୍ଟାରେ ଦେଶରେ ୯୯୮୫ ନୂଆ କରୋନା କେସ୍‌, ୨୭୯ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ରେକର୍ଡ ସ୍ତରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୫ ନୂଆ କେସ୍‌ ଆସିଥିଲା ବେଳେ ୨୭୯ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ...

ଖରାଦିନେ ରୂପି ସମସ୍ୟାରୁ କେମିତି ପାଇବେ ମୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେଶରେ ରୂପି ହେବା ଏକ ସାଧାରଣ ସମସ୍ୟା। କିଛି ଲୋକଙ୍କର ଶୀତଦିନେ ରୂପି ହୋଇଥାଏ। କିଛି ଲୋକଙ୍କର ଖରାଦିନେ ରୂପି ହୋଇଥାଏ। ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି।...
black tea face spray

ସୁନ୍ଦର ଏବଂ ଚମକଦାର ତ୍ୱଚା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବ୍ଲାକ୍ ଟି ଫେସ୍ ସ୍ପ୍ରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ତ୍ୱଚା ଅତିଶୀଘ୍ର ମଳିନ ପଡ଼ିଯାଏ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ଦାଗ, ବ୍ରଣ ଆଦି ଯୋଗୁଁ ତ୍ୱଚାର ଚମକ ହଜିଯାଏ। ପୋଷକ ତତ୍ତ୍ୱର ଅଭାବ ଏବଂ ତ୍ୱଚାର ସଠିକ୍...

ପାଟି ଦୁର୍ଗନ୍ଧ ହେଉଛି କି? ପିଅନ୍ତୁ ଲବଙ୍ଗ ଚା’

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଲବଙ୍ଗ ଚା' ପିଅନ୍ତୁ। ଲବଙ୍ଗ...