୬୦ ବର୍ଷ ପରେ ହାଡ଼କୁ କେମିତି ରଖିବେ ସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟିଓପୋରୋସିସ୍‌ ହାଡ଼କୁ ଦୁର୍ବଳ କରିଦିଏ। ଏଭଳି ସ୍ଥିତିରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ଅଧିକ ଥାଏ। ବୟସ ସହିତ ଶରୀରର ହାଡ଼ ଦୁର୍ବଳ ହେବାକୁ ଲାଗେ। କିନ୍ତୁ ୬୦ ବର୍ଷ ପରେ ସାମାନ୍ୟ...

ଅଷ୍ଟିଓପୋରୋସିସ୍‌ କାହିଁକି ହୁଏ ଓ ଏଥିରୁ କେମିତି ବର୍ତ୍ତିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତି ୪ ଜଣଙ୍କରେ ୩ ଜଣ ମହିଳାଙ୍କୁ ହୋଇଥାଏ ଅଷ୍ଟିଓପୋରୋସିସ୍‌। ଅଷ୍ଟିଓପୋରୋସିସ୍‌ ହେଉଛି ଏକ ପ୍ରକାର ରୋଗ, ଯାହା ହାଡ଼ ଦୁର୍ବଳ ଓ ସାମାନ୍ୟ ଆଘାତ ଲାଗିଲେ ଭାଙ୍ଗିଯାଏ। ଅଷ୍ଟିପୋରୋସିସ୍‌ କାରଣରୁ ଅଣ୍ଟା,...

କରୋନା ପାଇଁ ଆଗକୁ କଟକଣା ଆହୁରି ବଢ଼ିପାରେ, ତେଣୁ ଘରେ ବନ୍ଦ ହୋଇ ରହିଲାରୁ ଲୋକଙ୍କ ମନର ଅବସ୍ଥାରେ...

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...

ମଧୁମେହ ଏବଂ ହୃଦ୍‌ରୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧୁମେହ ହୋଇଥାଏ ହୃଦରୋଗର ବଡ଼ କାରଣ। ମଧୁମେହ ରୋଗୀଙ୍କଠାରେ ହୃଦରୋଗ ସମସ୍ୟା ଦେଖାଯିବା ଅତି ସାଧାରଣ କଥା। ନ୍ୟାସନାଲ ହାର୍ଟ ଆସୋସିଏସନ୍‌ର ତଥ୍ୟ ଅନୁସାରେ ପ୍ରାୟ ୬୫% ମଧୁମେହ ରୋଗୀ ହୃଦରୋଗ କିମ୍ବା...

ଅତ୍ୟଧିକ ଶୋଇବା ଆଣିପାରେ ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୋଇବାକୁ କିଏ ବା ନ ଭଲପାଏ। ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଜରୁରୀ ହୋଇଥାଏ। କମ୍‌ ନିଦ୍ରା ସ୍ୱାସ୍ଥ୍ୟ ପାଇଁ ଯେତିକି ଖରାପ, ଅଧିକ ଶୋଇବା ବି ସ୍ୱାସ୍ଥ୍ୟ...
Mental health

କରୋନା ମହାମାରୀ ଭଳି ଅନିଶ୍ଚିତ ସମୟରେ ପାରିବାରିକ ଓ ମାନସିକ ସମସ୍ୟା ଥିବା ଲୋକେ ନିଜକୁ କିପରି ପରିଚାଳନା...

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା  ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ଖରାଦିନେ ଶରୀରକୁ ସୁସ୍ଥ ରଖେ ଲେମ୍ବୁ-ପୋଦିନା ସର୍ବତ – କେମିତି କରିବେ ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶୀଘ୍ର ହାଲିଆ ଲାଗେ। ତେଣୁ ଖରାଦିନେ ଲେମ୍ବୁ-ଚିନି ଓ ପୋଦିନା ସର୍ବତ ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ। କେମିତି ହୁଏ ପ୍ରସ୍ଥୁତି ଲେମ୍ବୁ, ଚିନି,...

ଆଖି, ତ୍ୱଚା ଓ କେଶରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଜାଣିଛନ୍ତି କି? ଆମ ଆଖି, ତ୍ୱଚା ଓ କେଶ ଆମ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେଇଥାଏ। ହୃଦଘାତ, କିଡ୍‌ନି ସମସ୍ୟା, ଉଚ୍ଚ ରକ୍ତଚାପ ଓ ଅଷ୍ଟିଓପୋରୋସିସ୍‌ ଭଳି କେତେକ...

ବିଭିନ୍ନ ବୟସର ପିଲାଙ୍କ କେମିତି ନେବେ ଯତ୍ନ? ଜାଣନ୍ତୁ ଟିପ୍ସ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଯୋଗୁଁ ଘରେ ଲକ୍‌ଡାଉନ ହୋଇ ଅଛନ୍ତି। ଏହି ସମୟରେ ପିଲାଙ୍କର ନିଅନ୍ତୁ ଏମିତି  ଯତ୍ନ। କରୋନା ଭାଇରସ ଏବେ ସାରା ସମସ୍ୟା ସୃଷ୍ଟି କରିଛି। ସ୍କୁଲ ସବୁ ବନ୍ଦ ହେବା, ଘରେ...