କାହିଁକି ପିଇବା କଥା ନୁହେଁ କଞ୍ଚା କ୍ଷୀର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କ୍ଷୀର। ନିୟମିତ କ୍ଷୀର ସେବନ କଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ...
ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରେ ଲାଲ୍ ଟମାଟୋ
ଓଡ଼ିଶାଲାଇଭ ବ୍ୟୁରୋ
ସୁସ୍ଥ ଓ ଆରୋଗ୍ୟମୟ ସ୍ୱାସ୍ଥ୍ୟ ପାଇଁ ପନିପରିବା ଖାଇବା ନିହାତି ଜରୁରୀ। ପ୍ରତ୍ୟେକ ଫଳ ବା ପନିପରିବାରେ କିଛି ନା କିଛି ବିଶେଷତ୍ତ୍ୱ ରହିଛି। କିଛିଟା ଦୃଷ୍ଟିଶକ୍ତିକୁ ପ୍ରଖର କରେ ତ...
ଗର୍ଭବତୀ ମହିଳାମାନେ ରଖନ୍ତୁ ନାହିଁ ଲମ୍ବା ନଖ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାରୋଟିନ୍ ନାମକ ଏକ ପ୍ରୋଟିନ୍ରେ ତିଆରି ହୁଏ ନଖ। ଏହା ହାତ ଓ ପାଦ ଆଙ୍ଗୁଳିରେ ଥିବା ସମ୍ବେଦନଶୀଳ କୋଷିକାଗୁଡ଼ିକୁ ସୁରକ୍ଷା ଦିଏ।
କିନ୍ତୁ ଏହି ଲମ୍ବା ନଖ ଶରୀରରେ ବିଭିନ୍ନ ସଂକ୍ରମଣ...
ଅତ୍ୟଧିକ ଟିଭି ଦେଖିବା ଆଣିପାରେ ବଡ଼ ବିପଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଏଭଳି ଜୀବନଚର୍ଯ୍ୟା ସେମାନଙ୍କ...
ମାଂସପେଶୀ ଦରଜରୁ ଉପଶମ ଦେବ ପିଆଜ ଚୋପା
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଭଳି ପରିବା ଚୋପା ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।
ପରିବା ଭଳି ପରିବା ଚୋପା ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। କେବଳ ପରିବା ନୁହେଁ ପରିବା ଚୋପା ବି...
ବେସନ ହେୟାର୍ ପ୍ୟାକ୍ରେ କରନ୍ତୁ କେଶକୁ ଘନ ଓ କୋମଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦର, ଘନ, ଚମକଦାର କେଶ ପାଇଁ ଘରେ ଥିବା ବେସନକୁ ବ୍ୟବହାର କରନ୍ତୁ। ବେସନରେ ତିଆରି ହେୟାର୍ ପ୍ୟାକ୍ କେଶକୁ ଘନ ଓ କୋମଳ ରଖିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ, କେମିତି...
ଓଜନ କମ୍ କରେ କଞ୍ଚା କଦଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକମାନେ ପାଚିଲା କଦଳୀକୁ ଖାଇବାକୁ ପସନ୍ଦ କରିଥାନ୍ତି। ଯାହାକି ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କଞ୍ଚା କଦଳୀ ପାଚିଲା କଦଳୀଠାରୁ ଅଧିକ ଲାଭଦାୟକ?
କଞ୍ଚା କଦଳୀରେ ଥିବା...
ଶରୀରରେ ଭିଟାମିନ୍-ବି ୧୨ ଅଭାବକୁ କେମିତି କରିବେ ଦୂର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀର ପାଇଁ ଭିଟାମିନ୍ ବି-୧୨ ଏକ ମହତ୍ୱପୂର୍ଣ୍ଣ ଉପାଦାନ। ଏହା ଶରୀରରେ ଲାଲ ରକ୍ତ କୋଷିକାକୁ ତିଆରି କରିବାରେ ସାହାଯ୍ୟ କରିଥାଏ। ଭିଟାମିନ୍ ବି-୧୨ର ଅଭାବ ହେଲେ ଶରୀରରେ ଏନିମିଆ ଭଳି...
କେମିତି ପ୍ରସ୍ତୁତ କରିବେ ହ୍ୟାଣ୍ଡ ସାନିଟାଇଜର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୈନନ୍ଦିନ ଜୀବନରେ ଆମ ହାତରେ ଅନେକ କ୍ଷତିକାରୀ ଜୀବାଣୁ ବା ବାକ୍ଟେରିଆ ଲୁଚି ରହିଥା’ନ୍ତି। ଯାହାକି ସାଧାରଣ ଆଖିକୁ ଦେଖାଯାଇନଥାଏ।
ଏହି ହାତରେ ଆମେ ଖାଦ୍ୟ ଖାଇବା ଦ୍ୱାରା ରୋଗ ଜୀବାଣୁ ଆମ...
ଜାଣନ୍ତୁ, ହାତ ଧୋଇବାର ସଠିକ୍ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଇବା ପୂର୍ବରୁ ହାତ ଧୋଇବା କଥା ସମସ୍ତେ ଜାଣିଥା’ନ୍ତି। ତେବେ କେତେକ ଲୋକ ବହୁ ସମୟ ଧରି ନିଜ ହାତକୁ ସଫା କରିଥା’ନ୍ତି ତ କିଏ ଖାଲି ପାଣିରେ ହାତ ଧୋଇଥା’ନ୍ତି।...





















