‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’ ଶୁଭାରମ୍ଭ – ଉପାନ୍ତ ଅଞ୍ଚଳରେ ମିଳିବ ଉତ୍କୃଷ୍ଟ ସ୍ଵାସ୍ଥ୍ୟସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ...
ବିଶେଷଜ୍ଞଙ୍କ ମତ – କୋଭିଡ ମହାମାରୀ ଯୋଗୁଁ ଭାରତରେ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା ହ୍ରାସ ପାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରୁ ୨୦୩୦ ସୁଦ୍ଧା ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ୨୦୨୫ ବେଳକୁ ଭାରତକୁ ଯକ୍ଷ୍ମାମୁକ୍ତ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ହେଲେ...
ପକ୍ଷାଘାତ ରୋଗୀ ଉଦିତ ଚନ୍ଦ୍ରଙ୍କ ଜୀବନକୁ ସ୍ୱାଭାବିକ କରିବାରେ ସହାୟକ ହେଲା ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍ସ ଫିଜିଓଥେରାପି ସେବା
୨୦୨୧ ଅକ୍ଟୋବର ମାସ ସୁଦ୍ଧା ୨୫୮ ଜଣଙ୍କୁ ମିଳିଛି କୃତ୍ରିମ ଅଙ୍ଗ
୧୮୮ ଜଣଙ୍କୁ ମୋଟ ୨,୮୪୨...
ଶୀତଦିନେ ଓଠ ଫାଟୁଛି କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଦିନେ ଶୁଷ୍କ ଜଳବାୟୁ କାରଣରୁ ପ୍ରାୟ ଲୋକଙ୍କର ତ୍ୱଚା ଏବଂ କେଶ ଜନିତ ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କର ଏହି ଥଣ୍ଡା ଜଳବାୟୁରେ ମୁହଁ ଏବଂ ଓଠ ଫାଟିଯାଇଥାଏ। ଓଠ ଫାଟିବା...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ବ୍ୟାପକ କରିବାରେ ସହାୟକ ହେଉଛି ମୋବାଇଲ ମେଡିକାଲ ଭ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏମଏମଭି ବା ମୋବାଇଲ୍ ମେଡିକାଲ ଭ୍ୟାନଗୁଡ଼ିକୁ ନିୟୋଜିତ କରାଯାଉଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟସେବା...
ମସ୍ତିଷ୍କାଘାତ – କାରଣ, ଲକ୍ଷଣ, ପ୍ରତିଷେଧକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମସ୍ତିଷ୍କାଘାତ ବା ବ୍ରେନ ଷ୍ଟ୍ରୋକ୍ ଏକ ମାରାତ୍ମକ ରୋଗ। ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ ହୋଇ ହଠାତ ଦୁର୍ବଳ ଲାଗିବା ଓ ଶରୀରରେ କୌଣସି ପାର୍ଶ୍ୱର ବିଭିନ୍ନ ଅଙ୍ଗ ପକ୍ଷାଘାତରେ ଆକ୍ରାନ୍ତ...
ଆସୁଛି ଶୀତ – କେମିତି ନେବେ କେଶର ଯତ୍ନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ।
ମହିଳା ତଥା ପୁରୁଷମାନଙ୍କ କ୍ଷେତ୍ରରେ କେଶ ଝଡିବା ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି। ବଭିନ୍ନ କାରଣରୁ କେଶ...
ଭୁବନେଶ୍ଵରର ବ୍ୟସ୍ତବହୁଳ ସ୍ଥାନରେ ବିଏମ୍ସି କରିବ ଆକସ୍ମିକ କୋଭିଡ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ କରୋନା କେସ୍ କମିବାର ନାଁ ଧରୁନାହିଁ। ଏବେ ବି ସେଠାରୁ ଦୈନିକ ୧୫୦ରୁ ଅଧିକ କୋଭିଡ ମାମଲା ବାହାରୁଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଭୁବନେଶ୍ୱର ମହାନଗର ନିଗମ...
ମାନସିକ ଚାପରୁ କେମିତି ପାଇବେ ମୁକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ମାନସିକ ଚାପ ବା ଷ୍ଟ୍ରେସ୍ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ। ଚାପ ମେଦବହୁଳତା, ହୃଦରୋଗ, ଅଲଜାଇମର ରୋଗ,...
ହସ୍ପିଟାଲ୍ରୁ ମନମୋହନ ସିଂହଙ୍କ ଫଟୋ ଭାଇରାଲ – ନିନ୍ଦା କଲେ ଝିଅ ଦମନ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ବେଡ୍ରୁ ମନମୋହନ ସିଂହଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ...





















