କେମିତି ଭଲ ହେବ ପିସିଓଏସ୍ ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=fSDT_DwG56Q
ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍ ସମସ୍ୟା ଦେଖାଦେଉଛି।
ଏହି...
ପୁରୀରେ ହେଲଥ୍ ଏଟିଏମ: କ୍ଷଣିକରେ ବାହାରିବ ସ୍ୱାସ୍ଥ୍ୟ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/G2Ph9RGR54k
ସ୍ୱାସ୍ଥ୍ୟ ପରୀକ୍ଷା ହେବ ସହଜ। ଟିପ ଦେବା କ୍ଷଣି ବାହାରିଯିବ ହେଲଥ୍ ରିପୋର୍ଟ। ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ହେଲଥ୍ ଏଟିଏମର ଶୁଭାରମ୍ଭ ହୋଇଛି। ଏହାର ନାଁ...
ପିରିୟଡସକୁ ନେଇ ଲାଜ କରିବା କଥା ନୁହେଁ – ଶୋଭନା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=sIyoePJTYGA&t=4s
ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ସଙ୍କୋଚ କରନ୍ତି। ନିଜ ପିରିୟଡସ ଅନୁଭୂତି ସମ୍ପର୍କରେ ଓଡ଼ିଶାଲାଇଭ୍କୁ କହିଛନ୍ତି ଆଙ୍କର ଶୋଭନା ମିଶ୍ର।
ଶୋଭନା କୁହନ୍ତି, “ପିଲାବେଳେ ମା’ଙ୍କୁ...
ସ୍ଵାଭାବିକ ପିରିୟଡସ ହେଉଛି କି ନାହିଁ କେମିତି ଜାଣିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/shorts/D1KyqdXmDA4
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ପିରିୟଡସରେ ଅନିୟମିତତା ଦେଖାଦେଉଛି। କେତେକ ମହିଳାଙ୍କର ଡେରିରେ ପିରିୟଡସ ହେଉଥିବା ବେଳେ କେତେକଙ୍କର ସମୟ ଆଗରୁ ଏବଂ ଦୁଇ ମାସରେ ଥରେ ପିରିୟଡସ ହେଉଛି।
ତେବେ...
ପିରିୟଡସରେ ଅନିୟମିତତା ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=UQabnZPn9g4
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ପିରିୟଡ୍ସରେ ଅନିୟମିତତା ଦେଖାଦେଉଛି। କେତେକ ମହିଳାଙ୍କର ଡେରିରେ ପିରିୟଡ୍ ହେଉଥିବା ବେଳେ କେତେକଙ୍କର ସମୟ ଆଗରୁ ଏବଂ ଦୁଇ ମାସରେ ଥରେ ପିରିୟଡ୍ ହେଉଛି।
ତେବେ ପିରିୟଡ୍ସରେ...
ପ୍ରଥମ ପିରିୟଡ୍ସର ଅନୁଭୂତି କହିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Fgir7nI_vaw
“ଛୋଟ ବେଳେ ପିରିୟଡ୍ସ ବିଷୟରେ ମୋ ମା’ ମତେ କହିଥିଲେ। ତେଣୁ ପ୍ରଥମ ପିରିୟଡ୍ସ ବେଳେ ମୁଁ ଡରି ଯାଇନଥିଲି। ଏମିତି ଗୋଟିଏ ସମୟରେ ପରିବାରର ସମସ୍ତେ ମୋତେ ସହଯୋଗ ମଧ୍ୟ...
ଚିନ୍ତା ବଢ଼ାଇଲାଣି କରୋନା: ଏସିଆରେ ପୁଣି ବ୍ୟାପୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/vFcLoHKIOcU
ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଏବେ ପୁଣି ଥରେ ଏସିଆକୁ ଫେରିଛି। ଏହାକୁ ନେଇ ପୁଣି ଚିନ୍ତା ବଢ଼ିଛି।
ହଂକଂରେ କୋଭିଡ ସଂକ୍ରମଣ ସ୍ତର ଦ୍ରୁତ ଗତିରେ ବୃଦ୍ଧି...
ବର୍ତ୍ତମାନ ସମୟ ପୂର୍ବରୁ କାହିଁକି ହେଉଛି ପ୍ରଥମ ପିରିୟଡ୍ସ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=zmMAJAV1D9M
ଋତୁସ୍ରାବ ହେଉଛି ପ୍ରତ୍ୟେକ ନାରୀର ପରିଚୟ। ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ।
କେତେକ ଝିଅଙ୍କଠାରେ...
ମେନୋପଜ୍ ସମୟରେ କେମିତି ହେବା ଦରକାର ମହିଳାଙ୍କ ଡାଏଟ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ei_LQaCEo5o
ମେନୋପଜ୍ ସମୟରେ ମହିଳାଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦିଏ, ଯେପରିକି ମୁଡ୍ ସୁଇଙ୍ଗ, ହଟ୍ ଫ୍ଲାସେସ୍। ଏହାଛଡ଼ା ଏହି ସମୟରେ ମହିଳାଙ୍କଠାରେ କ୍ୟାଲ୍ସିୟମ୍ ଅଭାବ ଏବଂ ଅଷ୍ଟିଓପୋରସିସ୍ ବା ହାଡ଼...
ଉଚ୍ଚ ରକ୍ତଚାପ ଥିଲେ କ’ଣ ଖାଇବେ ନାହିଁ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=M8KD0rIWdjs
ଆଜି ହେଉଛି ଓ୍ଵାର୍ଲ୍ଡ ହାଇପରଟେନସନ ଡେ’ ବା ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ। ପ୍ରତିବର୍ଷ ମେ’ ୧୭ ତାରିଖକୁ ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି। ରକ୍ତଚାପର ଭୟାବହତା...




















