ଖରାଦିନେ କେଉଁ ଖାଦ୍ୟଠାରୁ ରଖିବେ ଦୂରତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ଦେଖାଦିଏ। ଗରମ ଦିନରେ...
mental health

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fadTtV9l8N4&feature=emb_logo କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...

ଓଡ଼ିଶାରେ ଗୋଟିଏ ଦିନରେ ୧୩ ଆକ୍ରାନ୍ତ – ନିଜାମୁଦ୍ଦିନ ପରେ ସରକାରଙ୍କ ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗରୁ ଆସିଥିବା ୧୦ ଜଣ କରୋନା ଆକ୍ରାନ୍ତ। ଓଡ଼ିଶାରେ ପୁଣି ଚିନ୍ତା ବଢ଼ିଲା। ଏହି ଚିନ୍ତା ଆଉ କେଉଁ କାରଣ ପାଇଁ ନୁହେଁ, କରୋନା ଆକ୍ରାନ୍ତଙ୍କୁ ନେଇ। ଗୋଟିଏ ଦିନରେ ୧୩ ଆକ୍ରାନ୍ତ...

ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ – ଯାଜପୁରରୁ ୫, ସୁନ୍ଦରଗଡ଼ରୁ ଜଣେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଦିନରେ ଓଡ଼ିଶାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ଜଣେ ସୁନ୍ଦରଗଡ଼ର ହୋଇଥିବା ବେଳେ ଆଉ ୫ ଜଣ ଯାଜପୁର ଜିଲ୍ଲାର ବୋଲି...

ପିଲାମାନଙ୍କଠାରେ ହୋଇଥାଏ କି ଉଚ୍ଚ କୋଲେଷ୍ଟ୍ରଲ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଚ୍ଚ କୋଲେଷ୍ଟ୍ରଲ କେବଳ ବୟସ୍କ ଲୋକଙ୍କ ପାଇଁ ଚିନ୍ତାର କାରଣ ନୁହେଁ, ଛୋଟ ପିଲାମାନେ ବି ଏହି ସମସ୍ୟା ଦେଇ ଗତି କରି ପାରନ୍ତି। ଯଦି ପିଲାବେଳୁ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ...
corona test

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...
corona

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

କାର୍ଡିଆକ୍‌ ଆରେଷ୍ଟ କ’ଣ ଓ ଏହାର ଲକ୍ଷଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍ଡିଆକ୍‌ ଆରେଷ୍ଟକୁ ବୈଜ୍ଞାନିକ ଭାଷାରେ ମାୟୋକାର୍ଡିଆଲ ଇନ୍‌ଫାର୍କସନ୍‌ ବୋଲି କୁହାଯାଏ। କାର୍ଡିଆକ୍‌ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃଦୟସ୍ପନ୍ଦନ ହଠାତ୍‌ ଅପ୍ରତ୍ୟାଶିତ ଭାବେ ବନ୍ଦ ହୋଇଯାଏ। ହୃଦୟରେ ବିଦ୍ୟୁତ ଇମ୍‌ପଲ୍ସ ରହିଛି...

ରାଜ୍ୟ ବାହାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ବାହାରୁ ଆସିଲେ କ୍ୱାରେଣ୍ଟାଇନ୍‌ ରହିବେ। ମିଳିବ ୨ ହଜାର ଟଙ୍କା ସହାୟତା ରାଶି। ରାଜ୍ୟ ବାହାରୁ ଯେଉଁମାନେ ଆସିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ...
older people

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...