କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ।
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ।
ସାମାଜିକ ଦୂରତା ଓ ପରିଚ୍ଛନ୍ନତା
ଆପଣଙ୍କ...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
ଅଧିକାଂଶ ସମୟରେ ଶୁଖିଲା କାଶ ହେଉଛି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣିପାଗ ପରିବର୍ତ୍ତନ ଯୋଗୁଁ କାଶ ହେବା ଏକ ସାଧାରଣ କଥା। ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କର ବି ଶୁଖିଲା କାଶ...
ଦେଶର ୩୦ ପ୍ରତିଶତ କରୋନା ଆକ୍ରାନ୍ତ କେବଳ ତବଲିଗୀ ଜମାତରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କରୋନା ସଂକ୍ରମଣ ପଛରେ ନିଜାମୁଦ୍ଦିନ ତବଲିଗୀ ଜମାତ ଗୋଟିଏ ବଡ଼ କାରଣ ବୋଲି ଯେତେବେଳେ କୁହାଯାଏ କିଛି ମୁସଲିମ ସପକ୍ଷବାଦୀ ଏହାକୁ ହିନ୍ଦୁ ମୁସଲିମ ଭିତରେ ବଢୁଥିବା ଶତ୍ରୁତାର ଏକ...
କରୋନା ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟଠୁ ଆଗରେ – ଡକ୍ଟର ଅଚ୍ୟୁତ ସାମନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=TdDE6X1_G1s
‘‘ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଯେମିତି ଆଗରେ ଥିଲା ଏବେ କରୋନା ମୁକାବିଲାରେ ମଧ୍ୟ ସେମିତି ଆଗରେ।’’
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିଛନ୍ତି। ଭୁବନେଶ୍ୱର...
ସ୍ୱଚ୍ଛ ହାତ ସୁସ୍ଥ ଶରୀର – ଜାଣନ୍ତୁ ହାତ ଧୋଇବାର ସଠିକ ପ୍ରଣାଳୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥାନ୍ତି। ଏବେ...
କରୋନା ଭାଇରସ ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସ (COVID – 19), ଏହାର ସଂକ୍ରମଣ, ଚିକିତ୍ସା ଓ ଏହାକୁ ମୁକାବିଲା କରିବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର… (ପ୍ରସ୍ତୁତି: ସ୍ଵାସ୍ଥ୍ୟ...
କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fadTtV9l8N4&feature=emb_logo
କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ।
କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...
ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ। ଭଲ ହୋଇଥିବା ୩ ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର। ବର୍ତ୍ତମାସୁଦ୍ଧା ରାଜ୍ୟରେ...





















