ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ। ଭଲ ହୋଇଥିବା ୩ ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର। ବର୍ତ୍ତମାସୁଦ୍ଧା ରାଜ୍ୟରେ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଗତକାଲି ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଜି ୩ ଜଣ ସୁସ୍ଥ ହେବା କବର ଆସିବା ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହୋଇଛନ୍ତି।

coronaଭୁବନେଶ୍ୱରରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଭୁବନେଶ୍ୱର ହଟସ୍ପଟ ଜୋନ୍‌ ଭିତରେ ରହିଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ପୂର୍ବରୁ ଓଡ଼ିଶାରେ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଜି ୩ ଜଣଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୨୪ରେ ପହଞ୍ଚିଛି।

Comment