କରୋନା ମୁକାବିଲା ପାଇଁ ଗଠନ ହେଲା ବିଏମସି ସ୍କ୍ଵାଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ମୁକାବିଲା କରିବା ପାଇଁ ବିଏମସି ସ୍କ୍ଵାଡ୍ ଗଠନ ହୋଇଛି। ରାଜଧାନୀ ଭୁବନେଶ୍ଵରର ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି।
ଭୁବନେଶ୍ଵର...
କାୟା ବିସ୍ତାର କରୁଛି କରୋନା – ୮୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ଆଗ୍ରାରୁ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁହେଁ ଶୁକ୍ରବାର ଦୁବାଇରୁ ଫେରିଥିଲେ। ଶୁକ୍ରବାର ଦୁହେଁ କରୋନା ଯାଞ୍ଚ କରାଇଥିବା ବେଳେ...
କରୋନାକୁ ଦୂରେଇ ରଖିବାର ୫ଟି ଉପାୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକମଣରୁ ନିଜକୁ ଦୂରେଇ ରଖିବା ତଥା ଏହାର ମୁକାବିଲା ପାଇଁ ଆପଣାନ୍ତୁ ଏହି ୫ଟି ସାଧାରଣ ଉପାୟ। (ଚିତ୍ର ସୌଜନ୍ୟ: ୟୁନିସେଫ୍)
ହାତ ଧୁଅନ୍ତୁ
ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ହାତ...
ଛୋଟ ପିଲାଙ୍କୁ କରୋନାରୁ କେମିତି ରଖିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଏ କି ନାହିଁ ସେ ସଂପର୍କରେ...
କରୋନା ଯୋଗୁଁ ମାର୍ଚ୍ଚ ୩୧ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ
ଓଡିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ପଡ଼ିଲା କରୋନା ପ୍ରଭାବ। ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି।
ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର...
କରୋନା ପାଇଁ ଆମେରିକାରେ ଜରୁରୀକାଳୀନ ପରିସ୍ଥିତି – ଘୋଷଣା କଲେ ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକାରେ ଜାତୀୟ ଜରୁରୀକାଳିନ ପରିସ୍ଥିତି ଘୋଷଣା ହୋଇଛି। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆମେରିକାରେ ବର୍ତ୍ତମାନ ସୁଦ୍ଧା...
କରୋନା ଭୟ – ଛୁଟି ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୩୧ ଯାଏଁ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଉତ୍କଳ...
ଇନ୍ସୋମନିଆ କ’ଣ? ଏହାର କାରଣ ଓ ଲକ୍ଷଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନସୋମ୍ନିଆ ବା ଅନିଦ୍ରା ବା ନିଦ୍ରାହୀନତା ଏମିତି ଏକ ରୋଗ, ଯାହା ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣେ। ଯଦି ଏହି ସମସ୍ୟା ଅଧିକ ଦିନ ଧରି ରହେ ତେବେ...
କୋରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ ଆଉ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ଜଣେ ମହିଳା ଆଖି ବୁଜିଛନ୍ତି। ତାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ପୁଅଙ୍କଠାରୁ...
ସବୁଠି କୋରୋନା ଭୟ – ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୧, ୧୧ ରାଜ୍ୟରେ ଆଲର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବ୍ୟାପୁଛି କୋରୋନା ଭାଇରସ୍। ଶୁକ୍ରବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଥିବା ବେଳେ ସନ୍ଧ୍ୟାରେ ୮୧ ଛୁଇଁଛି।
ଆତଙ୍କ ଖେଳାଇଛି କୋରୋନା। ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ଚିହ୍ନଟ ହେଉଥିବାରୁ ସବୁଠି...




















