କରୋନା କବଳରେ ଶିଶୁ – ଅଭିଭାବକଙ୍କୁ ଦାୟୀ କଲେ ଡିଏମଇଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। କିନ୍ତୁ ୧୮ବର୍ଷରୁ କମ୍ ପିଲାଙ୍କ ସଂକ୍ରମଣ ହାରରେ ଲାଗୁନି ବ୍ରେକ। ଏଥିପାଇଁ ଅଭିଭାବକଙ୍କୁ ଦାୟୀ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି।...
ସୁନ୍ଦରଗଡ଼ ଜିଲ୍ଲାରେ ପୋଷଣ କାର୍ଯ୍ୟକ୍ରମ – ପିଲାଙ୍କ ସକାଳ ଜଳଖିଆରେ ମାଣ୍ଡିଆ ଲଡୁର ସୁଆଦ
ଓଡ଼ିଶାଲାଇଭ ବ୍ୟୁରୋ[youtube https://www.youtube.com/watch?v=k6rIwrmBTi0]
ସାନ ସାନ ପିଲାଙ୍କ ପୁଷ୍ଟି ସାଧନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଜରିଆରେ ଦିଆଯାଉଛି ମାଣ୍ଡିଆ ଲଡୁ।
ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୋଷଣ ଲାଗି ମାଣ୍ଡିଆ ଲଡୁ ଦିଆଯାଉଛି। ସମନ୍ୱିତ ଶିଶୁ...
‘ସ୍ୱାସ୍ଥ୍ୟପ୍ଲସ୍ ହିନ୍ଦୀ’କୁ ମିଳିଲା ‘ୟୁଟ୍ୟୁବ୍ ସିଲଭର ଆଓ୍ୱାର୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ହେଲ୍ଥ ଚ୍ୟାନେଲ୍ ସ୍ୱାସ୍ଥ୍ୟପ୍ଲସ୍ ହିନ୍ଦୀକୁ ୟୁଟ୍ୟୁବ୍ ତରଫରୁ ମିଳିଛି ‘ସିଲଭର ଆଓ୍ୱାର୍ଡ’।
ଭାରତର ଅଗ୍ରଣୀ ତଥା ଲୋକପ୍ରିୟ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ଭାବେ ‘ସ୍ୱାସ୍ଥ୍ୟପ୍ଲସ୍ ହିନ୍ଦୀ’କୁ ୟୁଟ୍ୟୁବ୍ ତରଫରୁ ମିଳିଛି ‘ସିଲଭର...
ଚକ୍ଷୁଦାନ: ଦୃଷ୍ଟିବାଧିତଙ୍କ ଲାଗି ଆଶାର ଆଲୋକ
ନୀଳାମ୍ବର ରଥ
ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।
ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଜଣେ ଦୃଷ୍ଟିହୀନ...
‘ଷ୍ଟାର୍ଟଅପ୍ ଷ୍ଟୋରି’ର ଷଷ୍ଠ ଅଧ୍ୟାୟରେ ‘ଅଫ୍ବିଜିନେସ୍’ ସିଇଓ ଆଶିଷ ମହାପାତ୍ରଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Z5u89fn4eJQ]
ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି'ର ସେପ୍ଟେମ୍ଵର ସଂସ୍କରଣରେ ଦେଖନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ କାହାଣୀ।
ବଡ଼ ବଡ଼ କର୍ପୋରେଟ୍ ଉଦ୍ୟୋଗ ଦେଶର ଜିଡିପି ବୃଦ୍ଧିରେ...
ଜଣେ ବ୍ୟକ୍ତିଙ୍କ ଚକ୍ଷୁଦାନ ଦୁଇ ଜଣ ବ୍ୟକ୍ତିଙ୍କୁ ଆଲୋକ ଦେଇପାରେ
ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ ଓ ଅଭିପ୍ସା ବରାଳ
[youtube https://www.youtube.com/watch?v=araKPwCXE70]
ସ୍ଵଚ୍ଛପଟଳ ଅନ୍ଧତ୍ଵ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଦୁନିଆ ଦେଖାଇବାରେ ସହାୟ ହେଉଛି ‘କର୍ନିଆ ଟ୍ରାନ୍ସପ୍ଲାଣ୍ଟ’।
କର୍ନିଆ ବା ସ୍ୱଚ୍ଛପଟଳଜନିତ ଦୃଷ୍ଟିହୀନତା ଏକ ସାଧାରଣ...
ରାଜ୍ୟରେ ଶହେ ତଳକୁ ଖସୁନି ପିଲାଙ୍କ ସଂକ୍ରମଣ – କରୋନାରେ ଆଖି ବୁଜିଲା ୮ ବର୍ଷର ନାବାଳିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ରହିଛି କରୋନାର ଦ୍ଵିତୀୟ ଲହର ସଂକ୍ରମଣ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ହଜାରେ ତଳକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ରୁ...
ଶିକ୍ଷକ ଓ ସ୍କୁଲକର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ପ୍ରତି ବିଶ୍ୱରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଏହି ସ୍ଥିତିକୁ ନଜରରେ ରଖି ଅନେକ ଦେଶ ଏବେ କରୋନା କଟକଣାକୁ ପୂର୍ବାପେକ୍ଷା କୋହଳ କରୁଛନ୍ତି। ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ...
ସୁନ୍ଦରଗଡ଼: ‘ଇ-ସ୍ୱାସ୍ଥ୍ୟ’କାର୍ଯ୍ୟକ୍ରମ ଅଧୀନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ପ୍ରଥମ ଦିନରେ ୪୧୭ ଜଣ ନେଲେ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ସୁନ୍ଦରଗଡ଼ବାସୀଙ୍କୁ ମାଗଣାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା ସେବା ଯୋଗାଇଦେବା ଲାଗି ଜିଲ୍ଲାରେ "ଇ-ସ୍ୱାସ୍ଥ୍ୟ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦୁଇଟି ସ୍ଥାନରେ ଭ୍ରାମ୍ୟମାଣ...
ସେପ୍ଟେମ୍ବର ଗାଇଡଲାଇନ୍ ଦେଲେ କେନ୍ଦ୍ର ସରକାର – ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକା ଉପରେ ଗୁରୁତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ମଧ୍ୟ ଏନେଇ ଚିଠିରେ...




















