କେରଳରେ କରୋନା ସ୍ଥିତି ଚିନ୍ତାଜନକ – ତୃତୀୟ ଲହର ଆଶଙ୍କା!

ଓଡ଼ିଶାଲାଇଭ୍ ବ୍ୟୁରୋ କେରଳରେ କରୋନାର ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୩୦ ହଜାରରୁ ଅଧିକ  ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ କେରଳରେ ପଜିଟିଭ୍ ରେଟ୍ ୧୯...

ରେଡିଓ ଚକଲେଟ୍‌ରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ – ଆଜି ଦିନ ୧ଟାରେ ଶୁଣନ୍ତୁ ଯୁବ ଉଦ୍ୟୋଗୀ ଗୌତମ କୁମାରଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=dJ8kl3NR_-4] ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ପ୍ରତିଭାବାନ୍ ଯୁବ ଷ୍ଟାର୍ଟଅପ୍‌...

କରୋନା ତୃତୀୟ ଲହର ଚିନ୍ତା – ରାଜ୍ୟରେ ଶହେ ତଳକୁ ଖସୁନି ଶିଶୁ ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚଳିତ ମାସ ଶେଷ ଆଡ଼କୁ କରୋନାର ତୃତୀୟ ଲହର ଆସିବ...

ରେଡିଓ ଚକଲେଟ୍‌ରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ – ଆସନ୍ତାକାଲି ଦିନ ୧ଟାରେ ଶୁଣନ୍ତୁ ଯୁବ ଉଦ୍ୟୋଗୀ ଗୌତମ କୁମାରଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=dJ8kl3NR_-4] ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ୨୮ ଅଗଷ୍ଟ, ଶନିବାର ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ପ୍ରତିଭାବାନ୍...

କେରଳରେ କରୋନା ସ୍ଥିତି ଅସମ୍ଭାଳ – ଚିହ୍ନଟ ହେଉଛନ୍ତି ପୁଳା ପୁଳା ପଜିଟିଭ୍, ତୃତୀୟ ଲହରର ଆଶଙ୍କା!

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନପରେ ପୁଣିଥରେ ଦେଖା ଦେଲାଣି କରୋନା ଆତଙ୍କ। ଦ୍ଵିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ସମସ୍ତଙ୍କୁ ଭୟଭୀତ କରିଛି। ଏହାରି ମଧ୍ୟରେ କେରଳରେ ଦେଖାଦେଇଛି ବିସ୍ଫୋରକ...

ଭାରତରେ ‘ଏଣ୍ଡେମିକ୍’ ସ୍ତରରେ କରୋନା – ଆଉ ବେଶୀ ସଂକ୍ରାମକ ହେବ ନାହିଁ ଭୂତାଣୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କରୋନା ଆଉ ବେଶୀ ସଂକ୍ରାମକ ହେବ ନାହିଁ। ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବେ ନାହିଁ। କରୋନା ଭୂତାଣୁ ରହିବ। ଏ ଭୂତାଣୁ ସହିତ ବଞ୍ଚିବାକୁ ପଡ଼ିବ। ବିଶ୍ୱ ସ୍ୱାସ୍ଥ୍ୟ...

ଘାରିଲାଣି ତୃତୀୟ ଲହର କରୋନା ଭୟ – ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଛୁଇଁବ!

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ଵରରୁ ତୃତୀୟ ଲହର କରୋନା ଆରମ୍ଭ ସମ୍ଭାବନା ଅକ୍ଟୋବରରେ ଶୀର୍ଷ ଛୁଇଁବ ସଂକ୍ରମଣ ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେ ଶିଶୁ ଓଡ଼ିଶାରେ ଦୈନିକ କରୋନା କେସ୍ ୧୪...

କରୋନା ସଂକ୍ରମଣ – ରେଡ୍ ଜୋନରେ ଖୋର୍ଦ୍ଧା, ୟେଲୋ ଜୋନରେ କଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ଶହ ଶହ ପଜିଟିଭ୍। ଏହି ସଂଖ୍ୟାକୁ ନେଇ ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ। ରାଜ୍ୟ ସରକାରଙ୍କ...

ଏମ୍ସରେ ବିନା ମୂଲ୍ୟରେ ଏକ୍‌ମୋ ଚିକିତ୍ସା – ଏହା କ’ଣ, କୋଭିଡ୍ କବଳରୁ କିପରି ଦିଏ ମୁକ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁତର ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏକ୍‌ମୋର ବ୍ୟବହାର ଭୁବନେଶ୍ଵର ଏମ୍ସରେ ଏକ୍‌ମୋ ଚିକିତ୍ସା ଗରିବ ଓ ରାସନକାର୍ଡ଼ଧାରୀଙ୍କ ପାଇଁ ମାଗଣା ଏଣିକି ଭୁବନେଶ୍ଵର ଏମ୍ସରେ ବିନା...

ରାଜ୍ୟରେ କରୋନାରେ ଆକ୍ରାନ୍ତ ହେଲେଣି ୧୦ ଲକ୍ଷ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଦିଆଯାଇଥିବା ରିପୋର୍ଟ ଅନୁସାରେ ଏଯାଏଁ ଓଡ଼ିଶାରେ ମୋଟ ୧୦ ଲକ୍ଷ...