ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଜନିତ ସଟ୍‌ଡାଉନ ବେଳେ କଟକ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...

କେମିତି ପିନ୍ଧିବେ ଡବଲ ଲେୟାର ମାସ୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଲହରରେ ଛୋଟପିଲା ଏବଂ ଯୁବପିଢ଼ି...

କରୋନାରେ ବିଶିଷ୍ଟ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କର ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଜଣେ ବରିଷ୍ଠ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କ କରୋନାରେ ପରଲୋକ ହୋଇଛି। କିଛି ଦିନ ତଳେ ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ତାଙ୍କୁ...

ରାଜ୍ୟରେ ବଢ଼ୁଛି ସଂକ୍ରମଣ – ଦିନକରେ ୬ହଜାରୁ ଅଧିକ ପଜିଟିଭ୍ ଚିହ୍ନଟ, ୯ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟରୁ ଏବେ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି...
oxygen

ଓଡ଼ିଶାରେ ମହଜୁଦ ଅଛି ଯଥେଷ୍ଟ ଅକ୍ସିଜେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ଦେବଦୂତ ସାଜି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି। ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ...

ଦେଶରେ କରୋନା ସ୍ଥିତି ସଙ୍ଗୀନ – ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପୁଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାଢ଼ା – କେମିତି କରିବେ ପ୍ରସ୍ତୁତି?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସବୁ ବୟସର ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହି ମହାମାରୀ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜରୁରୀକାଳୀନ...

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନିୟମ କୋହଳ – ଟିକା ପ୍ରମାଣପତ୍ର କିମ୍ଵା କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ୭...

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା କ୍ଵାରେଣ୍ଟାଇନ୍ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଫେରନ୍ତା ଜଣେ ଲୋକ ଯଦି ଦୁଇଟି ଡୋଜ୍ କୋଭିଡ୍ ଟିକା...

ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ...

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା – ବୁଧବାର ସୁଦ୍ଧା ସ୍ପଷ୍ଟ ହେବ ଟିକା ମାଗଣା ମିଳିବ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଟିକାକରଣ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ପହିଲାରୁ ୧୮ରୁ ୪୫ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦିଆଯିବ। ଏଣୁ ତା ପୂର୍ବରୁ ସରକାରଙ୍କୁ ସ୍ଥିର କରିବା ପାଇଁ ହେବ...