ଏଣିକି ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଉବଲବ୍ଧ ହେବ ଆରିଥ୍‌ମିଆ ରୋଗର ଚିକିତ୍ସା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ଆରିଥ୍‌ମିଆ ରୋଗର ଚିକିତ୍ସା ଏବେ ସମ୍ ଅଲଟିମେଟ୍ ମେଡିକେୟାରରେ ଉପଲବ୍ଧ ହେବ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଏହି ରୋଗର ଚିକିତ୍ସା ପାଇଁ ସମସ୍ତ...

ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଲା ୩,୩୪,୫୩୪ ଡୋଜ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ଦ୍ଵିତୀୟ ପର୍ଯ୍ୟାୟ ଟିକା ଆସିଲା ୩,୩୪,୫୩୪ ଡୋଜ କୋଭିସିଲ୍ଡ ଟିକା ତିନିଦିନ ଭିତରେ ସବୁ ଜିଲ୍ଲାକୁ ପଠାଯିବ ଓଡ଼ିଶା ଆସିଲା ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକା। ମଙ୍ଗଳବାର ପୁଣେସ୍ଥିତ ସେରମ...
covishield vaccine

ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା କୋଭିସିଲ୍ଡ। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛି। ଅପରାହଣ ସାଢ଼େ ୪ଟା ସୁଦ୍ଧା ଭୁବନେଶ୍ୱର...

ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥରେ କରୋନା ଟିକା ନେବାକୁ ମନା କଲେ, ତା’ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର...

ଦେଶରେ ଟିକା ନେଲେଣି ୩ ଲକ୍ଷ ୮୧ ହଜାର – ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶାଲାଇଭ ବ୍ୟୁରୋ ସାରାଦେଶରେ ଟିକାକରଣ ତୃତୀୟ ଦିନରେ ପହଞ୍ଚିଛି।  ଏବେ ସୁଦ୍ଧା ଦେଶରେ ୩ ଲକ୍ଷ ୮୧ ହଜାର ୩୦୫ ଜଣ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।...

ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା। କରୋନା ଟିକାକୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଚିହ୍ନଟ କରାଯାଇଛି। ପ୍ରତି ମେଡିକାଲ କଲେଜରେ...

ଲାଭାର ନୂଆ ଅଫର – ଆପଣଙ୍କ ପସନ୍ଦରେ ତିଆରି ହେବ ଫୋନ୍, ମିଳିବ ବେଷ୍ଟ ଫିଚର୍

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋବାଇଲ ଫୋନ କିଣିବାକୁ ଇଚ୍ଛୁକ ଅଛନ୍ତି କି? ସ୍ଵଦେଶୀ ମୋବାଇଲ ନିର୍ମାତା କମ୍ପାନି ଲାଭା ଆଣିଛି ନୂଆ ଅଫର। ଏହି ଅଫରର ନାଁ ରହିଛି 'କଷ୍ଟୋମାଇଜ ୟୁଓର ଫୋନ'। ଫୋନରେ...

ଟିକାକରଣକୁ ନେଇ ଏବେ ବି ମନରେ ପ୍ରଶ୍ନ ଅଛି କି? ଜାଣନ୍ତୁ ସବୁକିଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍-୧୯ ଟିକାକରଣ ବିଷୟରେ ସାଧାରଣ ଲୋକଙ୍କ ମନକୁ ଆସୁଥିବା କିଛି ପ୍ରଶ୍ନର ଉତ୍ତର ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ ବୋଲି କୁହାଯାଇଛି। ଏହାସହିତ...

ବାଇଡେନଙ୍କଠାରୁ ନେତାନ୍ୟାହୁ – ଟିକା ନେଲେଣି ଏହି ବିଶ୍ୱସ୍ତରୀୟ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନଙ୍କଠାରୁ ଆରମ୍ଭ କରି ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ମଧ୍ୟ କରୋନା ଟିକା ନେଇଛନ୍ତି। ବିଭିନ୍ନ ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ସବୁଠୁ...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ – ପ୍ରଥମ ଦିନରେ ୬୨୩ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ନେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ...