ଭୁବନେଶ୍ୱରରୁ ଆଜି ୩୯୪ ପଜିଟିଭ୍ ଚିହ୍ନଟ, ୩୦୮ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରୁ ଆଜି ୩୯୪ ନୂଆ ପଜିଟିଭ୍ ଚିହ୍ନଟ ୨୩୫ ଜଣ ଲୋକାଲ୍ କେସ୍ ଥିବା ସୂଚନା ଦେଲା ବିଏମସି ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୬୮୯କୁ ବୃଦ୍ଧି ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ...

କରୋନା ପାଇଁ ଗଭୀରଭାବେ ପ୍ରଭାବିତ ହେଇଛି ରାଜ୍ୟ ଅର୍ଥନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଲୋକ କଟକଣା ମାନୁନାହାନ୍ତି ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ କରୋନା ପାଇଁ ରାଜ୍ୟରେ ଅର୍ଥନୀତିକ ସଂକଟ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଭଳି ବିଭିନ୍ନ...

କଟକଣା ହଟିଛି, କରୋନା ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକଣା ସିନା ହଟିଯାଇଛି ମାତ୍ର କରୋନା ଏଯାଏଁ ହଟିନି। ତେଣୁ ଆମକୁ ବ୍ୟକ୍ତିଗତ ସ୍ତରରେ ସଚେତନ ହୋଇ କରୋନା ବିରୁଜଦ୍ଧରେ ଜିତିବାକୁ ପଡ଼ିବ। ମାସ୍କ, ସାମାଜିକ ଦୂରତା ଏବଂ ସ୍ଵାସ୍ଥ୍ୟ ସଚେତନତା...

କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ବର ୯ ତାରିଖରୁ ୧୫ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା...

ଭୋଡାଫୋନ୍-ଆଇଡିଆର ନାଁ ବଦଳିଲା, ଲଞ୍ଚ୍ ହେଲା ନୂଆ ଲୋଗୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ଓ ଆଇଡିଆ ଟେଲିକମ୍ କମ୍ପାନି ନିଜର ନାଁ’କୁ ବଦଳାଇଦେଇଛି। ଏବେ ଏହା VI  ନାମରେ ପରିଚିତ ହେବ। କମ୍ପାନି ପକ୍ଷରୁ ଏହାର ନୂଆ ଲଗୋ ମଧ୍ୟ ଉନ୍ମୋଚିତ କରାଯାଇଛି। ଭୋଡାଫୋନ୍ ଓ...

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ ହେବା ନେଇ ମନ୍ତ୍ରୀ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। Mid March'20 onwards doing public...

ସାମାଜିକ ଦୂରତା ଖାଲି ଏକ ବାହାନା – ପୁଣି ଆରମ୍ଭ ହେଲାଣି ଚା’ ଖଟି, ବଜାରରେ ନିୟମକୁ ଫୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଏବେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି। (ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): କରୋନାକୁ ରୋକିବାକୁ ବୈଜ୍ଞାନିକମାନେ ଏଯାବତ ସଫଳ ଟିକା ବାହାର କରିପାରିନାହାନ୍ତି। ଅନ୍ୟପଟେ ଏହି ମହାମାରୀକୁ ରୋକିବାକୁ...

ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ, ଜିଲ୍ଲାରେ ୧୫ ଜୀବନ ନେଲାଣି ମହାମାରୀ

ଓଡ଼ିଶା ଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଏନେଇ ଲୋକଙ୍କ ମନରେ ଭୟ ମଧ୍ୟ ଜୋର...

କରୋନା ନିୟନ୍ତ୍ରଣ ପାଇଁ ବିଏମସିର ନୂଆ ପଦକ୍ଷେପ – ଆଜିଠୁ ‘ସମ୍ପର୍କ ବୈଠକ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ବିଏମ୍‌ସି ଅଞ୍ଚଳର ଅଧିକ ଲୋକ ରହୁଛନ୍ତି। ତେଣୁ କରୋନାରେ...

ରାଜ୍ୟରେ ପୁଣି ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...