ସାମାଜିକ ଦୂରତା ଖାଲି ଏକ ବାହାନା – ପୁଣି ଆରମ୍ଭ ହେଲାଣି ଚା’ ଖଟି, ବଜାରରେ ନିୟମକୁ ଫୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରିଆଡ଼େ ଏବେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି।
(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): କରୋନାକୁ ରୋକିବାକୁ ବୈଜ୍ଞାନିକମାନେ ଏଯାବତ ସଫଳ ଟିକା ବାହାର କରିପାରିନାହାନ୍ତି। ଅନ୍ୟପଟେ ଏହି ମହାମାରୀକୁ ରୋକିବାକୁ...
ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ, ଜିଲ୍ଲାରେ ୧୫ ଜୀବନ ନେଲାଣି ମହାମାରୀ
ଓଡ଼ିଶା ଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଏନେଇ ଲୋକଙ୍କ ମନରେ ଭୟ ମଧ୍ୟ ଜୋର...
କରୋନା ନିୟନ୍ତ୍ରଣ ପାଇଁ ବିଏମସିର ନୂଆ ପଦକ୍ଷେପ – ଆଜିଠୁ ‘ସମ୍ପର୍କ ବୈଠକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ବିଏମ୍ସି ଅଞ୍ଚଳର ଅଧିକ ଲୋକ ରହୁଛନ୍ତି। ତେଣୁ କରୋନାରେ...
ରାଜ୍ୟରେ ପୁଣି ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...
ରାଜ୍ୟରୁ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଶୀର୍ଷରେ ଖୋର୍ଦ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରୁ ୩୮୬୧ ପଜିଟିଭ୍
କ୍ୱାରେଣ୍ଟାଇନରୁ ୨୨୭୮, ଲୋକାଲ କେସ ୧୫୮୩
ଖୋର୍ଦ୍ଧାରୁ ସର୍ବାଧିକ ୭୬୭ ଜଣ
ଆଜି ରାଜ୍ୟରୁ ମୋଟ୍ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ...
ଦେଶରେ ୭୧ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୧୬ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୯୦,୮୦୨ ଆକ୍ରାନ୍ତ, ୧,୦୧୬ ମୃତ
ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୨,୦୪,୬୧୪କୁ ବୃଦ୍ଧି
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୧,୬୪୨କୁ ବୃଦ୍ଧି
ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି।...
ଦୋ ମୁହାଁ କେଶ ସମସ୍ୟାକୁ ଦୂରେଇବା ପାଇଁ ଲଗାନ୍ତୁ କଖାରୁ ହେୟାର୍ ମାସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାମାନେ ଅନେକ ସମୟରେ ଦୋ ମୁହାଁ କେଶ ପାଇଁ ଚିନ୍ତିତ ଥାଆନ୍ତି। ବିଭିନ୍ନ ପ୍ରସାଧନ ସାମଗ୍ରୀ ଲଗାଇବା ପରେ ମଧ୍ୟ ଏହି ସମସ୍ୟା ଦୂର ହୁଏନାହିଁ। ତେବେ ଏଭଳି ସ୍ଥିତିରେ କଖାରୁ...
ଖୋର୍ଦ୍ଧାରେ ଅସମ୍ଭାଳ କରୋନା – ଫୋକସ୍ରେ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲାରେ ଅସମ୍ଭାଳ ହେଲାଣି କରୋନା ସଂକ୍ରମଣ। ବିଶେଷକରି ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ଵରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର...
ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଅର୍ଜୁନ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଅର୍ଜୁନଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ...
ସେପ୍ଟେମ୍ବର ୮ରେ ଲଞ୍ଚ୍ ହେବ ୬ ଜିବି ରାମ୍ବିଶିଷ୍ଟ ସବୁଠୁ ଶସ୍ତା ଫୋନ୍, ଜାଣନ୍ତୁ କଣ ରହିଛି ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଜିବି ରାମ୍ବିଶିଷ୍ଟ ସବୁଠୁ ଶସ୍ତା ଫୋନ୍ ପୋକୋ ଏମ୍୨ର ଫିଚର ଏବଂ ଦାମ୍ ବିଷୟରେ ଜାଣନ୍ତୁ।
ଆସନ୍ତା ସେପ୍ଟେମ୍ବର ୮ରେ ଭାରତରେ ଲଞ୍ଚ ହେବାକୁ ଯାଉଛି ୬ ଜିବି ରାମ୍ବିଶିଷ୍ଟ ସବୁଠୁ...





















