କରୋନା ମାମଲାରେ ବ୍ରାଜିଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ଭାରତ ବର୍ତ୍ତମାନ ବ୍ରାଜିଲକୁ ଅତିକ୍ରମ କରିଛି। କାରଣ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୦ ,୬୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର...

ରାଜ୍ୟରେ ପୁଣି ୮ ଜୀବନ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଜି ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନାରେ ଲାଗୁନି ବ୍ରେକ୍‌ – ରାଜ୍ୟରେ ଆଜି ଆଉ ୩୮୧୦ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ଆଉ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୮୬ କେସ୍‌ ଥିଲା ଲୋକାଲ କେସ୍‌ ୧୫୨୪ ରହିଛି। ଆଜି ମଧ୍ୟ ଖୋର୍ଦ୍ଧାରୁ...

ଦେଶରେ ଭୟଙ୍କର ହେଉଛି କରୋନା – ଦିନକରେ ସର୍ବାଧିକ ୯୦,୬୩୩ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ସର୍ବାଧିକ ୯୦,୬୩୩ ଆକ୍ରାନ୍ତ, ୧,୦୬୫ ମୃତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୩,୮୧୨କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୦,୬୨୬କୁ ବୃଦ୍ଧି ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ। ଗତ...

ରାଜ୍ୟର ଆଉ ଦୁଇ ବିଧାୟକଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ରାଜ୍ୟର ଆଉ ୨ବିଧାୟକ। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନିଙ୍କ କରୋନା ପଜିଟିଭ୍ ଥିବା ନେଇ ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାୟକ...

କଟକରେ ୧୦ ହଜାର ଟପିଲା ସଂକ୍ରମଣ, ୧୫ ଦିନରେ ୫ ହଜାର ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲାରେ ୧୦ ହଜାର ଟପିଲା କରୋନା ସଂକ୍ରମଣ ଆଜି ଚିହ୍ନଟ ହେଲେ ୨୯୫ ନୂଆ ପଜିଟିଭ୍  ଗତ ୧୫ ଦିନରେ ଚିହ୍ନଟ ହୋଇଛନ୍ତି ୫ ହଜାର ଆକ୍ରାନ୍ତ  କଟକ...

ଭୁବନେଶ୍ୱରରୁ ଆଜି ୪୦୯ ପଜିଟିଭ୍ ଚିହ୍ନଟ, ୧୨ଜଣ ଗଣମାଧ୍ୟମ କର୍ମୀ ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୪୦୯ ପଜିଟିଭ୍ ୧୨ ଜଣ ଗଣମାଧ୍ୟମ କର୍ମଚାରୀ ପଜିଟିଭ୍ ଚି୍ହ୍ନଟ ସହରର ମୋଟ ପଜିଟିଭ୍ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ...

ଭାରତକୁ ପୁଣି ଫେରିପାରେ ଟିକଟକ୍ ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ପୁଣି ଫେରିପାରେ ଟିକଟକ୍। ଏହି ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ଆପକୁ ପୁଣି ଭାରତକୁ ଆଣିବାକୁ ଚେଷ୍ଟା କରୁଛି ଜାପାନର କମ୍ପାନି ସଫ୍ଟବ୍ୟାଙ୍କ। ଏନେଇ ଅନେକ ସ୍ତରରେ ଆଲୋଚନା ମଧ୍ୟ ଶେଷ...

କରୋନା ମାମଲା – ପୂର୍ବ ଭାରତରେ ଓଡ଼ିଶା ସବୁଠୁ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଦିନ ନୂଆ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶା ପୂର୍ବ ଭାରତରେ ୧ ନମ୍ୱର ସ୍ଥାନ ଗ୍ରହଣ କରିଛି। ଗତ ଏକ ସପ୍ତାହ ଧରି ଭୁବନେଶ୍ୱର ଓ...
jio

ଜିଓର ଦମ୍‌ଦାର୍ ଡାଟା ପ୍ଲାନ୍ – ମିଳିବ ୩ ଜିବି ଡାଟା ସହିତ ଫ୍ରି କଲିଂ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସମୟରେ ଓ୍ଵର୍କ ଫର୍ମ ହୋମ୍ ଯୋଗୁଁ ମୋବାଇଲ୍ ଡାଟା ଖର୍ଚ୍ଚ ବଢ଼ିଯାଇଛି। ଏଭଳି ସ୍ଥିତିରେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ପକ୍ଷରୁ ମାତ୍ର ୩୪୯ ଟଙ୍କାରେ ଦମ୍‌ଦାର୍...