ସାର୍ବଜନୀନ ବ୍ୟବହାର ପାଇଁ ବଜାରକୁ ଆସିଲା ପ୍ରଥମ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵବାସୀଙ୍କ ପାଇଁ ଖୁସି ଖବର। ଅନେକ ପ୍ରତିକ୍ଷାର ଅନ୍ତ ପରେ ସାର୍ବଜନୀନ ହେବାକୁ ଯାଉଛି ବିଶ୍ଵର ପ୍ରଥମ କୋଭିଡ-୧୯ ଟିକା। ରୁଷ୍ ଦ୍ଵାରା ପ୍ରସ୍ତୁତ କରୋନା ଟିକା 'ସ୍ପୁଟନିକ୍-ଭି'ର ପ୍ରଥମ ଦଫାକୁ...
ଆଖି ବୁଜିଲେ ଆଉ ୧୧ ଆକ୍ରାନ୍ତ – ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୮୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୮୦ରେ ପହଞ୍ଚିଛି।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ...
ଆଉ ୩୭୪୮ ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ, ୩୫ ହଜାରକୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ଆଉ ୩୭୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭଙ୍କ ମଧ୍ୟରୁ ୨୨୧୦ କ୍ୱାରେଣ୍ଟାଇନ ସେଣ୍ଟରରୁ, ୧୫୩୮ ଲୋକାଲ କେସ୍ ରହିଛି।
Covid-19 Report For 8th...
କୋଭିଡ୍ ପରିଚାଳନା ପାଇଁ ରାଉରକେଲାକୁ ଅଧିକ ୨୦ ଜଣ ଡାକ୍ତର ପଠାଯିବ – ମୁଖ୍ୟ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଜନସମ୍ପର୍କ’ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତରେ ଆସି କୋଭିଡ୍ ପରିଚାଳନା ସ୍ଥିତିର...
ଜୟପୁର ଉପଜିଲ୍ଲାପାଳଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲସନ୍ରେ ଥିବା ସୂଚନା ମିଳିଛି।
ହେମକାନ୍ତ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଦାୟିତ୍ଵରେ ମଧ୍ୟ ଅଛନ୍ତି। ତେଣୁ...
ଏୟାରଟେଲ୍ ଅଫର୍ – ୪୯୯ ଟଙ୍କାରେ ଅନଲିମିଟେଡ୍ ଇଣ୍ଟରନେଟ୍ ଏବଂ କଲିଂ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ କମ୍ପାନିଗୁଡ଼ିକ ଏବେ ନିଜ ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ଅଫର୍ ଦେବାରେ ବ୍ୟସ୍ତ। ଜିଓ ପରେ ଏବେ ଏୟାରଟେଲ୍ ମଧ୍ୟ ନିଜ ବ୍ରଡବ୍ୟାଣ୍ଡ ଗ୍ରାହକମାନଙ୍କ ପାଇଁ ଧମାକାଦାର ଅଫର୍ ଆଣିଛି।...
ପବଜି ଉପରୁ ହଟିବ ବ୍ୟାନ୍! – ଚୀନ୍ କମ୍ପାନିଠାରୁ ସମ୍ପର୍କ ଛିନ୍ନ କରିବ ପବଜି କର୍ପୋରେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ପୁଣି ଫେରିପାରେ ଲୋକପ୍ରିୟ ଗେମିଙ୍ଗ୍ ଆପ୍ ପବଜି। ଏହା ଉପରେ ଥିବା ସମସ୍ତ ପ୍ରକାରର କଟକଣାକୁ ହଟାଇବାକୁ କମ୍ପାନି ଚେଷ୍ଟା କରୁଛି। ଫଳରେ ଏହି ଲୋକପ୍ରିୟ ଗେମ ପୁଣି ଭାରତକୁ...
ପବଜି ଖେଳିବା ନିଶାରେ ଜେଜେବାପା ଆକାଉଣ୍ଟ୍ ଶୂନ କରିଦେଲା ନାତି, ଉଡ଼ାଇଦେଲା ଅଢ଼େଇ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ପବଜି ଖେଳିବାର ନିଶାରେ ବୃଦ୍ଧ ଜେଜେବାପାଙ୍କ ଆକାଉଣ୍ଟକୁ ଶୂନ କରିଦେଲା ନାତି। ୬ ମାସ ଭିତରେ ଆକାଉଣ୍ଟରୁ ଉଡ଼ାଇ ଦେଲା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା। ରାଜଧାନୀ ଦିଲ୍ଲୀରେ ଘଟିଥିବା ଏଭଳି...
ରାଜ୍ୟରେ ଆଉ ୩,୪୯୦ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୩,୪୯୦ ପଜିଟିଭ୍
କ୍ଵାରେଣ୍ଟାଇନ୍ରୁ ୨,୦୯୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୯୬ ଜଣ ଆକ୍ରାନ୍ତ ଚିହ୍ନଟ
ମୋଟ ପଜିଟିଭ୍ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ...
କଟକ ସହରରେ ଅସମ୍ଭାଳ କଲାଣି ସଂକ୍ରମଣ, ଦିନକରେ ୨୪୭ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ସହରରେ କରୋନା ସ୍ଥିତି ଅସମ୍ଭାଳ କଲାଣି। ସହରର ପ୍ରତି ସାହିରୁ ମାଳମାଳ ପଜିଟିଭ୍ ବାହାରୁଛନ୍ତି। ସଂଖ୍ୟା ଥମିବାର ନାଁ ଧରୁନି। ପ୍ରତ୍ୟେକ ଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେବା...




















