Coronavirus blood test

ଭୁବନେଶ୍ଵରରୁ ଆଉ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ, ପୋଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ସର୍ବାଧିକ

ଓଡିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ଆଜି ପୁଣି ୨୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର...

ଦୁଇ ବର୍ଷ ଭିତରେ ମୂଳପୋଛ ହେବ କରୋନା : ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵବାସୀଙ୍କ ପାଇଁ ଖୁସି ଖବର ଆଣିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା ଭୂତାଣୁ। ଏପରି କହିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧାନମ...

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଜାଲରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ନେତା। ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନାର ପ୍ରାରମ୍ଭିକ...

କରୋନାରେ ଆଖି ବୁଜିଲେ ଆଉ ୯ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୩୯୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ ଆଜି ୯ ଆକ୍ରା୍ନ୍ତଙ୍କ ମୃତ୍ୟୁ କଟକ ଜିଲ୍ଲାରୁ ସର୍ବାଧିକ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୯କୁ ବୃଦ୍ଧି ଗୋଟିଏ ପଟେ ରାଜ୍ୟରେ କରୋନା...

ରାଜ୍ୟରୁ ଆଜି ୨୮୧୯ ପଜିଟିଭ୍ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ୪୪୩

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୨୮୧୯ ନୂଆ ସଂକ୍ରମିତ ଚିହ୍ନଟ  ୧୬୯୧ କ୍ୱାରେଣ୍ଟାଇନରୁ ଚିହ୍ନଟ,୧୧୨୮ ଜଣ ଲୋକାଲ୍ କେସ୍ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫,୫୩୭କୁ ବୃଦ୍ଧି ଅଗଷ୍ଟରେ କରୋନା ସଂକ୍ରମଣ ଉପର...

୩୯୯ ଟଙ୍କାରେ ମିଳିବ ଜିଓ ଫୋନ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ଟେଲିକମ୍ ଜଗତରେ ସବୁବେଳେ ଚହଳ ପକାଉଥିବା ଜିଓ କମ୍ପାନି ଏବେ ତା’ର ନୂଆ ଫୋନକୁ ନେଇ ଚର୍ଚ୍ଚାରେ। ଏହି ଫୋନ୍ ଗ୍ରାହକମାନଙ୍କୁ ମାତ୍ର ୩୯୯ ଟଙ୍କାରେ ମିଳିବ ବୋଲି କୁହାଯାଉଥିବାବେଳେ, ଏଥିରେ...

୩୭ ଜଣ କର୍ମଚାରୀଙ୍କୁ କରୋନା – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩ ଦିନ ସଟ୍‌ଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉଟ୍ ଡୋର ବନ୍ଦ ରହିବ ଜରୁରୀ ବିଭାଗ ଖୋଲା ରହିବ ଫିଭର କ୍ଲିନିକ୍ ଖୋଲା ରହିବ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩୭ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା...

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୪ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୪ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ଶହ ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା...

ନୟାଗଡ଼: କରୋନାରେ ପ୍ରାଣ ହରାଇଲେ ଡାକ୍ତର, ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଡାକ୍ତର। ନୟାଗଡ଼ ଜିଲ୍ଲା ହସ୍ପିଟାଲରେ  କାର୍ଯ୍ୟରତ ଥିବା ସମୟରେ ଡାକ୍ତର ମୀନକେତନ ବଳିୟାରସିଂ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଗୁରୁବାର...
corona death

କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କରୋନାରେ ୧୦ ମୃତ୍ୟୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ମୃତ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ଗୋଟିଏ ପଟେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ଅନ୍ୟପଟେ କରୋନା...