‘‘ଶିକ୍ଷାକୁ ଶ୍ରେଣୀଗୃହରୁ ଛାତ୍ରଛାତ୍ରୀଙ୍କ ଘରକୁ ନେବାକୁ ହେବ’’ – ‘ମୋ ସ୍କୁଲ’ ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=xGYoH9ChUvs] "ଶିକ୍ଷାକୁ ‘ଫିଜିକାଲରୁ ଡିଜିଟାଲ’ ପ୍ରୟୋଗକୁ ଯିବାକୁ ହେବ’’ - ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କୋଭିଡ ମହାମାରୀ ପରିସ୍ଥିତିରେ ଭବିଷ୍ୟତକୁ ଲକ୍ଷ୍ୟ କରି ଏଭଳି କହିଛନ୍ତି। କରୋନା ମହାମାରୀରେ ସବୁଠୁ...

ଭାରତରେ ଅଧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓଡିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନାଜନିତ ମୃତ୍ୟୁ ୫୦ ହଜାର ଡେଇଁଲା। ଶନିବାର ଦିନ ଭାରତ ପୂର୍ବର ସବୁ ରେକର୍ଡ ଭଙ୍ଗ କରିଥିଲା। ଏବେ ଆମେରିକା, ମେକ୍ସିକୋ, ବ୍ରାଜିଲ ପରେ ଚତୁର୍ଥ ଦେଶ ହେଉଛି...
Coronavirus blood test

ଦେଶରେ ଦିନକରେ ୬୩ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୯୪୪ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୩,୪୮୯ ଆକ୍ରାନ୍ତ, ୯୪୪ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୯,୬୮୨କୁ ବୃଦ୍ଧି କରୋନାଜନିତ ମୃତ୍ୟୁସଂଖ୍ୟା ୪୯,୯୮୦କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଆଜି...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ‘କେତେ ନୂଆ ବାଟ’ର ୧୨ତମ ଅଧ୍ୟାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=xGYoH9ChUvs]  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର...

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’: ଏଥରର ପ୍ରସଙ୍ଗ ‘କୋଭିଡ୍-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର କାର୍ଯ୍ୟକ୍ରମରେ...
modi_national digital health mission_74th Independence Day

ନ୍ୟାସନାଲ ଡିଜିଟାଲ ହେଲଥ ମିଶନ: ଗୋଟିଏ କାର୍ଡରେ, ରୋଗୀ ଓ ରୋଗର ତଥ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଠିକ୍ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା ଲୋକପ୍ରିୟ ଯୋଜନା ଆୟୁଷ୍ମାନ ଭାରତ। ଆଜି ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଡିଜିଟାଲ ହେଲଥ ମିଶନର ଶୁଭାରମ୍ଭ କରିଛନ୍ତି। ତେବେ ଏହି...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଦିନ ଅପରାହ୍‌ଣରେ କରୋନା ସମ୍ପର୍କିତ ତାଜା ଖବର ଜାଣିବା ପାଇଁ ଟିଭି ଖୋଲିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ୱାଲଙ୍କୁ ଦେଖିବାକୁ ମିଳୁଥିଲା। ସେ ସାରା ଦେଶବାସୀଙ୍କୁ ଦେଉଥିଲେ...

ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – ୩୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୯ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। କଟକରୁ ୨, ଗଞ୍ଜାମ, କେନ୍ଦୁଝର, ଓ ନୟାଗଡ଼ରୁ ଜଣେ...

ପୁଣି ରେକର୍ଡ ଭାଙ୍ଗିଲା କରୋନା – ଆଜି ରାଜ୍ୟରେ ସର୍ବାଧିକ ୨୪୯୬ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୯୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୯୦୫ ଲୋକାଲ କେସ ରହିଛି। ଖୋର୍ଦ୍ଧାରୁ ୩୭୮, ଗଞ୍ଜାମରୁ...
corona test 1

ଦେଶରେ ୨୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୬୫,୦୦୨ ପଜିଟିଭ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୫,୦୦୨ ଆକ୍ରାନ୍ତ, ୯୯୬ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୨୬,୧୯୩କୁ ବୃଦ୍ଧି କରୋନାଜନିତ ମୃତ୍ୟୁସଂଖ୍ୟା ୪୯,୦୩୬କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪...