ଆଜିଠୁ ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସି ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସିକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।
ଜିଲ୍ଲାରେ...
ଝିଅଙ୍କୁ ସଠିକ ପୋଷଣର ଆବଶ୍ୟକତା ରହିଛି
[youtube https://www.youtube.com/watch?v=jh6qARhycyM]
ୟୁନିସେଫ୍ ମୀନା ଅଡିଓ ସିରିଜର 'ଗୁଡ଼ି ଉଡ଼ା ପ୍ରତିଯୋଗିତା' ଅଧ୍ୟାୟରେ ଝିଅଙ୍କ ପୋଷଣର ଆବଶ୍ୟକତା ବିଷୟରେ ଗୁରୁତ୍ୱ ଦିଆଯାଇଛି।
ଝିଅମାନଙ୍କୁ ସଠିକ ପୋଷଣର ଆବଶ୍ୟକତା ରହିଛି। ଯଦି ଖାଦ୍ୟରେ ଆଇରନର ମାତ୍ରା କମିଯାଏ...
ଅଗଷ୍ଟ ମାସ ପାଇଁ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର – ହଟିଲା ରାତି କର୍ଫ୍ୟୁ, ଖୋଲିବ ଜିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୩୧ ତାରିଖରେ ଶେଷ ହେବ ଅନ୍ଲକ୍-୨। ଅଗଷ୍ଟ ୧ରୁ ସାରା ଦେଶରେ ଅନ୍ଲକ୍-୩ ପ୍ରକ୍ରିୟା ଲାଗୁ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଜି ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଅଗଷ୍ଟ...
ଭୁବନେଶ୍ୱରରୁ ୧୩୭ ପଜିଟିଭ୍ – କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮, ସ୍ଥାନୀୟ ସଂକ୍ରମଣ ୩୯
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ବିଏମ୍ସିର ସୂଚନା ଅନୁଯାୟୀ ଆଜି ୧୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ...
କଟକ ସହରରୁ ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ସହରରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୫୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ...
କରୋନା ପାଇଁ ଭଦ୍ରକର ଏକତା ମାର୍କେଟ, କଚେରି ବଜାର ୭୨ ଘଣ୍ଟା ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଏକତା ମାର୍କେଟ ଓ କଚେରି ବଜାରକୁ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ...
ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯ରେ...
ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ୍ ଚିହ୍ନଟ, ୨୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୦୬ ଲୋକାଲ କେସ୍ ରହିଛି। ଫଳରେ...
ଦେଶରେ ୩୪ ହଜାର ପାର୍ କଲା କରୋନା ମୃତ୍ୟୁସଂଖ୍ୟା
ଓଡିଶାଲାଇଭ୍ କରୋନା ବ୍ୟୁରୋ
୨୪ ଘଣ୍ଟାରେ ୭୬୮ ଆକ୍ରାନ୍ତଙ୍କର ମୃତ୍ୟୁ
ମୋଟ ମୃତ୍ୟୁସଂଖ୍ୟା ୩୪,୧୯୩କୁ ବୃଦ୍ଧି
ବର୍ତ୍ତମାନ ସୁଦ୍ଧା ୯,୮୮,୦୨୯ ଜଣ ସୁସ୍ଥ ଏବଂ ୫,୦୯,୪୪୭ଟି ଆକ୍ଟିଭ୍ କେସ୍
ଦେଶରେ କରୋନା ସଂକ୍ରମଣ ଦିନକୁ...
ବିଶ୍ଵରେ ୬ ଲକ୍ଷ ୬୦ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା
ଓଡିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବୁଧବାର...





















