ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

CORONA POSITIVE

ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୦୬ ଲୋକାଲ କେସ୍‌ ରହିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୧୭୫କୁ ବୃଦ୍ଧି ଘଟିଛି।

ଆଜିବ ଗଞ୍ଜାମରେ ସର୍ବାଧିକ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଖୋଦ୍ଧାରୁ ୧୯୪, ସୁନ୍ଦରଗଡ଼ରୁ ୧୧୨, ଗଜପତିରୁ ୮୮,  କେନ୍ଦୁଝରରୁ ୭୭, କୋରାପୁଟରୁ ୬୬, କଟକରୁ ୬୧, ନୟାଗଡ଼ ଏବଂ ବାଲେଶ୍ୱରରୁ ୨୯ ଲେଖାଏଁ, ବଲାଙ୍ଗୀରରୁ ୨୬, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧, ନବରଙ୍ଗପୁରରୁ ୨୬, ଅନୁଗୁଳ ଏବଂ ମୟୁରଭଞ୍ଜରୁ ୨୦ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କଳାହାଣ୍ଡୀରୁ ୧୯, ପୁରୀରୁ ୧୬, ଝାରସୁଗୁଡ଼ାରୁ ଓ ଯାଜପୁରରୁ ୧୨ ଲେଖାଏଁ, ନୂଆପଡ଼ା ଏବଂ କନ୍ଧମାଳରୁ ୧୧ ଲେଖାଏଁ, କୋନ୍ଦ୍ରାପଡ଼ାରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୪, ସୁବର୍ଣ୍ଣପୁର ଏବଂ ଦେବଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ହଜାର ୦୬୦ ଲୋକ କରୋନା ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ୍‌ କେସ ୧୦ ହଜାର ୯୨୦ ରହିଛି।

Comment