ହଜିଗଲା ମାନବିକତା, ଏଏସ୍‌ଆଇଙ୍କ ଶବ ଉଠାଇଲେ ସାମ୍ବାଦିକ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଖଲ୍ଲିକୋଟ କୋଦଳା ହସ୍ପିଟାଲରେ ଜଣେ ଏଏସ୍‌ଆଇଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ୨ ଜଣ ସାମ୍ବାଦିକ...

କରୋନା ବେଳେ ପୁରୀ ଦର୍ଶନ? ମହାରାଷ୍ଟ୍ର ଡାକ୍ତର ନିରାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ସମୟରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ମହାରାଷ୍ଟ୍ରର ଏକ ଡାକ୍ତର ପରିବାରକୁ ହତାଶ ହେବାକୁ ପଡ଼ିଛି। ଖବର ଅନୁଯାୟୀ ଶୁକ୍ରବାର ଦିନ ମହାରାଷ୍ଟ୍ରର ଏକ ପରିବାରର କିଛି...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଶିବରାଜ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ନିଜର ସହଯୋଗୀଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇ ନେବାକୁ ମୁଖ୍ୟମନ୍ତ୍ରୀ...

ରାଜ୍ୟରେ ଆଉ ୧୩୨୦ ପଜିଟିଭ ଚିହ୍ନଟ – କେବଳ ଗଞ୍ଜାମରୁ ୫୬୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୭ ଜଣ ଥିଲା ବେଳେ ଲୋକାଲ କେସ ୪୩୩ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...
corona death

ରାଜ୍ୟରେ ପ୍ରଥମ ଥର ୧୦ ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି କରୋନାରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ  ୬୦, ୩୦, ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୬୦...

୬୮ ଟଙ୍କାରେ ସିପ୍ଲାର କରୋନା ବଟିକା

ଓଡିଶାଲାଇଭ୍ ବ୍ୟୁରୋ ଭାରତର ବଡ଼ ଔଷଧ ତିଆରି କମ୍ପାନି ସିପ୍ଲା ଆଣୁଛି କରୋନା ବଟିକା। ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଏନେଇ ମଞ୍ଜୁରି ପ୍ରଦାନ କରିଛନ୍ତି। ଅଳ୍ପରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଏହି ବଟିକା...

ଦିନକରେ ଦେଶରେ ୪୮ ହଜାର ୯୧୬ କରୋନା ଆକ୍ରାନ୍ତ ଚିହ୍ନଟ – ୭୫୭ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୭୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୮ ହଜାର ୯୧୬...
rice dhokla

ଘରେ ଚାଉଳରେ ପ୍ରସ୍ତୁତ କରନ୍ତୁ ହେଲଦି ଢୋକଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବେସନ ତିଆରି ଢୋକଲା ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ଚାଉଳରେ ମଧ୍ୟ ତିଆରି କରିପାରିବେ ଟେଷ୍ଟି ଏବଂ ହେଲଦି ଢୋକଲା। ଆଜି ଆମେ ଆପଣଙ୍କୁ କହିବୁ ଚାଉଳରେ କିପରି ତିଆରି କରିବେ...

ଆଳୁ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ପ୍ରାୟ ଅଧିକାଂଶ ଖାଦ୍ୟରେ ଆଳୁ ସାମିଲ ଥାଏ। ଆଳୁରେ କ୍ୟାଲସିୟମ, ଫାଇବର, ଭିଟାମିନ ବି ଏବଂ ଫସଫରସ ଥାଏ। ଆଳୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ମାତ୍ର ମାତ୍ରାଧିକ...

ନୟାଗଡ଼: ସଂକ୍ରମଣରୁ ଉତ୍ତେଜନା, ଜଗନ୍ନାଥପ୍ରସାଦ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗାଁରେ ୩୦ ଜଣ କରୋନା ସଂକ୍ରମଣ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଟକଣା ଅଭାବରୁ ସ୍ଥାନୀୟ ସଂଗରୋଧ କେନ୍ଦ୍ରର ପ୍ରବାସୀଙ୍କଠାରୁ ଲୋକଙ୍କୁ...