୨୧ ଜିଲ୍ଲାରୁ ୧୩୦ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଶହ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶୁକ୍ରବାର ରାଜ୍ୟର ୨୧ଟି ଜିଲ୍ଲାରୁ ଆଉ ୧୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ପଜିଟିଭ୍...

ଆଜି ବିଶ୍ୱ ପରିବେଶ ଦିବସ

 ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ  ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ସୂତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ମାସରେ କରୋନା ମୁକାବିଲା ପାଇଁ ୫ ସୂତ୍ରୀ ଫର୍ମୁଲା କଥା କହିଛନ୍ତି। ଏହାକୁ ଜନସାଧାରଣ ଗ୍ରହଣ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତେ ଘରେ ରହନ୍ତୁ।...

ଜୁନ୍ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ – ନାଇଟ୍ କର୍ଫ୍ୟୁ ଓ ସଟ୍‌ଡାଉନ୍ ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ ଓ ସଟଡାଉନ ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ଜୁନ ମାସରେ ୮ ଦିନ ସଟଡଉନ, ୩୦୦ ଘଣ୍ଟାର ନାଇଟ କର୍ଫ୍ୟୁ ମାନିବାକୁ ଅପିଲ୍‌ ଜରୁରୀ କାମ ନଥିଲେ...

ନୟାଗଡ଼ରେ ଚିନ୍ତା ବଢ଼ାଇଲା କରୋନା – ଜଣେ ଷ୍ଟାଫ୍ ନର୍ସ ଆକ୍ରାନ୍ତ, ମେଡିସିନ ଓ୍ୱାର୍ଡ ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟାଫ ନର୍ସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ସଂସ୍ପର୍ଶରେ ଆସିଥିବା ୫ ସ୍ୱାସ୍ଥ୍ୟ କର୍ମୀ କ୍ୱାରେଣ୍ଟିନରେ ଦୁଇ ମହିଳା ଓ ନବଜାତକ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର ମେ’ ୯ରେ ପ୍ରଥମେ ନୟାଗଡ଼ରେ...

ଭୁବନେଶ୍ୱରରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଆଜି ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଥିବା...

ସୁପ୍ରିମକୋର୍ଟରେ ମାନିଲେ କେନ୍ଦ୍ର ସରକାର – ‘‘ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଙ୍କଟକୁ ନେଇ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି...

ଗରମ ଦିନରେ ଶୀଘ୍ର ଥକା ଲାଗୁଛି କି? ଆପଣାନ୍ତୁ ଏହିସବୁ ଉପାୟ

 ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ସାଧାରଣତଃ କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ। ଶରୀରରୁ ଝାଳ ବାହାରିବା ସହିତ ଅତ୍ୟଧିକ ତାତି ଶରୀରକୁ ନିସ୍ତେଜ କରିଦିଏ। ଏପରିସ୍ଥଳେ କିପରି ନିଜର କାର୍ଯ୍ୟକ୍ଷମତାକୁ ବଢ଼ାଇବେ ତାହା...

ରାଜ୍ୟର ଆଉ ୬୫ କରୋନା ରୋଗୀ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୬୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ...

କୋଭିଡ୍-୧୯ କଟକଣା ମାନିଲେନି ଅପରାଜିତା, କ୍ୟାପିଟାଲ ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ନିୟମ ଭାଙ୍ଗି ନିଜ ଆଡୁ ଜରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱରର...