ପ୍ରଦୀପ୍ତ ମହାପାତ୍ର ହେଲେ ସ୍ୱାସ୍ଥ୍ୟ ବିଭାଗ ସଚିବ, ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ। ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ହୋଇଥିବା ବେଳେ ନିକୁଞ୍ଜଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ...
କେମିତି ରହିବ ଲକ୍ଡାଉନ୍ ୪.୦ର ରୂପରେଖ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୧୭ ପରେ ସାରା ଦେଶରେ ଲାଗୁ ହେବ ଲକ୍ଡାଉନ୍ ୪.୦।
ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଳକ୍ଡାଉନ୍ ଲାଗୁ ହେବାକୁ ଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ...
ଆତ୍ମନିର୍ଭର ଭାରତ ଅଭିଯାନ – ଏମ୍ଏସ୍ଏମ୍ଇ ସେକ୍ଟର ଉପରେ ଫୋକସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=1OtR-esHVMk
କରୋନା ମାଡ଼ରୁ ଏମ୍ଏସ୍ଏମ୍ଇ ସେକ୍ଟରକୁ ଉଦ୍ଧାର କରିବା ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା। ବଦଳିଲା ଏମ୍ଏସ୍ଏମ୍ଇର ସଜ୍ଞା।
କରୋନା ଲକ୍ଡାଉନ୍ରେ ବେହାଲ ହୋଇଯାଇଥିବା ଭାରତୀୟ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ...
ଲକଡାଉନରେ ଓ୍ୱାର୍କ ଫ୍ରମ୍ ହୋମ୍- ଜାଣନ୍ତୁ ଘରେ କିଭଳି ରହିବେ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ମକ୍ଷେତ୍ରଠୁ ଆରମ୍ଭ କରି ବ୍ୟାପାର ବାଣିଜ୍ୟ ପର୍ଯ୍ୟନ୍ତ ସବୁଠି ପଡ଼ିଛି କରୋନା ଭାଇରସ (କୋଭିଡ୍-୧୯) ର ପ୍ରଭାବ। ଏହି ମହାମାରୀକୁ ରୋକିବା ପାଇଁ ପୁରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଶିକ୍ଷାନୁଷ୍ଠାନଠୁ...
ବିମାନ, ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟକୁ ବିମାନ କିମ୍ବା ଟ୍ରେନ୍ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ...
ବିଦ୍ୟୁତ ବିତରଣ କମ୍ପାନି ପାଇଁ ୯୦ ହଜାର କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଓ ଲକ୍ଡାଉନ୍ ପାଇଁ ବିଦ୍ୟୁତ ବିତରଣ କମ୍ପାନି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନିମାନଙ୍କ...
ପେଟ ସମସ୍ୟାରୁ ତ୍ୱଚା ସମସ୍ୟା – ଦହିରେ ଥାଏ ସବୁ ସମାଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦହିକୁ ସାଧାରଣତଃ ସର୍ବତ ଭାବରେ ବ୍ୟବହାର କରାଯାଏ। ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ, ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି।...
୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍, ଜୁଲାଇ, ଅଗଷ୍ଟ ମାସର ଇପିଏଫ୍ ଜମା କରିବେ କେନ୍ଦ୍ର ସରକାର।
ଆତ୍ମ ନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଇପିଏଫ୍ ଉପରେ ବଡ଼ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀମାନେ ୧୫ ହଜାର...
ଏମ୍ଏସ୍ଏମ୍ଇ ସେକ୍ଟରକୁ ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟି ଟଙ୍କାର ୠଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ
ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବଡ଼ ଘୋଷଣା
ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟିର ୠଣ
୪ ବର୍ଷ ପାଇଁ ମିଳିବ...
କରୋନାକୁ ମାତ୍ ଦେଲେ ଯାଜପୁରର ୮୫ ବର୍ଷୀୟା ବୃଦ୍ଧା – ସମ୍ କୋଭିଡ ହସ୍ପିଟାଲରୁ ଡିସଚାର୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଯାଜପୁରର ୮୫ ବର୍ଷୀୟା ବୃଦ୍ଧା
ମାରାତ୍ମକ କରୋନା ଭାଇରସ ସହ ଦୀର୍ଘ ୧୨ ଦିନ ଲଢ଼ିବା ପରେ ସୁସ୍ଥ ହୋଇଛନ୍ତି ଜଣେ ୮୫...





















