୧.୫ ଜିବି ଡାଟା ସହ ଅନଲିମିଟେଡ୍ କଲ୍ – ଜାଣନ୍ତୁ, ବେଷ୍ଟ ରିଚାର୍ଜ ପ୍ଲାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ କାରଣରୁ ଏବେ ସାରା ଦେଶର ଘରେ ରହିଛି। ଏଭଳି ସମୟରେ ଲୋକମାନେ ମୋବାଇଲ୍ ରିଚାର୍ଜ ପାଇଁ ବେଷ୍ଟ ପ୍ଲାନ ଖୋଜୁଛନ୍ତି। ତେବେ ଆପଣ ଯଦି ଗୋଟିଏ ଦିନରେ ଏକ ଜିବି...

କ୍ୟାନସର ରୋଗୀଙ୍କ ପାଇଁ ସାଜିଲେ ଦେବଦୂତ, ୭୦୦ କିଲୋମିଟର ବାଇକରେ ଯାଇ ଦେଲେ ଔଷଧ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ପାଇଁ ଦେବଦୂତ ସାଜିଲେ ବାଇକର୍ସ। ବେଙ୍ଗାଳୁରୁରୁ କେରଳର କୁନୁରକୁ ବାଇକରେ ଯାଇ ପହଞ୍ଚାଇଲେ ଔଷଧ। ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏଭଳି ସେବା...

ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଛନ୍ତି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ...
mental health

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fadTtV9l8N4&feature=emb_logo କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...

ଲକ୍‌ଡାଉନ୍‌ ବେଳେ ବିବାହ – ପୋଲିସ ଜିପ୍‌ରେ ବିଦା ହେଲା ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ଦିଲ୍ଲୀରେ ପୋଲିସ ଉପସ୍ଥିତିରେ ହେଲା ବାହାଘର। ବିବାହ ପରେ ବର କନ୍ୟାଙ୍କୁ ନିଜ ଜିପ୍‌ରେ ବିଦା କଲା ପୋଲିସ। ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଲକଡାଉନ୍‌ ଡାଏରି: ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା ଦେଇ ସମୟ କାଟୁଛନ୍ତି ଚିତ୍ରଶିଳ୍ପୀ କେଶୁ ଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ ଓଡ଼ିଆ ଭାରି ବଢ଼ିଆ। ଏହି ଅକ୍ଷରରେ ହୋଇପାରେ କେତେ ସୁନ୍ଦର ସୁନ୍ଦର କାର୍ଟୁନ। ଏହି ଲକଡାଉନରେ ‘ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା’ ଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଚିତ୍ରଶିଳ୍ପୀ...

ଉଠିଲା ସଟ୍‌ଡାଉନ୍‌ – ଯାଜପୁରରେ କେଉଁ ଦୋକାନ ଖୋଲା ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର, ବାଲେଶ୍ୱର, ଭଦ୍ରକରେ ୬୦ ଘଟିଆ ସଟ୍‌ଡାଉନ୍‌ ଆଜି ସକାଳ ୧୦ଟାରେ ଉଠିଛି। ହେଲେ ଯାଜପୁର ଜିଲ୍ଲାରେ କାଲିଠୁ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି...

ସମୁଦ୍ର ପଥ ଦେଇ ଡଙ୍ଗାରେ ଫେରିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସମୁଦ୍ର ପଥ ଦେଇ ଡଙ୍ଗାରେ ଶ୍ରମିକ ଫେରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଚେନ୍ନାଇରୁ ସମୁଦ୍ରପଥ ଦେଇ କିଛି ଶ୍ରମିକ...
corona test

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...

ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏମସରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତ ଜଣକ ଏବେ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର...