ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
ମଧୁମେହ ଓ କିଡ୍ନି ରୋଗ
ଓଡ଼ିଶାଇଭ୍ ବ୍ୟୁରୋ
ମଧୁମେହ ହେଲେ ରୋଗୀଙ୍କୁ ଅନ୍ୟ ଯେଉଁ ସବୁ ସମସ୍ୟା ଦେଖାଯାଏ ସେଥିମଧ୍ୟରେ କିଡ୍ନି ରୋଗ ଅନ୍ୟତମ। ମଧୁମେହ କିଡ୍ନି ରୋଗର ମୁଖ୍ୟ କାରଣ। ମଧୁମେହରେ ପୀଡ଼ିତ ପ୍ରତି ୧୦ ଜଣ ଲୋକଙ୍କ...
ରାଜ୍ୟରେ ଆଉ ୭ ନୂଆ ପଜିଟିଭ୍ ଚିହ୍ନଟ – ଭଦ୍ରକରୁ ୫, ବାଲେଶ୍ୱରରୁ ୨
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣିଥରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ପରୀକ୍ଷା ହୋଇଥିବା ୯୫୧ଟି ନମୁନାରୁ ଆଉ ୭ ଜଣ କରୋନା ପଜିଟିଭ୍ ଥିବା ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣ...
ଲକ୍ଡାଉନ୍ ମଣିଷର ଧୈର୍ଯ୍ୟ ଶକ୍ତି ବଢ଼ାଇଛି – ସବ୍ୟସାଚୀ ଶତପଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ଫିଚର – ‘ଲକଡାଉନ୍ ଡାଏରି’। ପଢ଼ନ୍ତୁ ନିଜର ଲକ୍ଡାଉନ୍ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଲାଇଫଷ୍ଟାଇଲ ଡିଜାଇନର ତଥା ବିଗ...
ଦିବ୍ୟାଙ୍ଗମାନେ କରୋନାରୁ କେମିତି ରହିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭୂତାଣୁର ଭୟଭୟତା ଏବେ ସାରା ବିଶ୍ଵରେ ଖେଳିଯାଇଛି। ସଚେତନତା ହିଁ ଏଥିରୁ ଆମକୁ ରକ୍ଷା କରିପାରିବ। ଏଥିପାଇଁ ସାବୁନରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି...
ତେଲେଙ୍ଗାନାରେ ମେ’ ୭ ଯାଏଁ ବଢ଼ିଲା ଲକ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟରେ ମେ’ ୭ ଯାଏଁ ଲକ୍ଡାଉନ୍ ଅବଧି ରହିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ...
ମହାମାରୀ ଓ କୋଭିଡ-୧୯ ସମ୍ପର୍କରେ ଏକ ଐତିହାସିକ ଦୃଷ୍ଟାନ୍ତ
ପ୍ରଫେସର ଦିଗମ୍ବର ପାତ୍ର
ଲେବାନନର ବେରୁତ୍ରେ ଥିବା ଆମେରିକୀୟ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର ଦିଗମ୍ବର ପାତ୍ର ସାରା ଦୁନିଆ ଉପରେ କୋଭିଡ୍-୧୯ର ପ୍ରଭାବ ବିଷୟ ଆଲୋଚନା କରିବା ବେଳେ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...
କରୋନାକୁ ମାତ୍ ଦେଲା ଗୋଆ, ରାଜ୍ୟରେ ସମସ୍ତ ପଜିଟିଭ ସୁସ୍ଥ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ମାତ୍ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଲା ଗୋଆ। ଏଠାରେ ଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ଗୋଆ ସ୍ଵାସ୍ଥ୍ୟ...
ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, କ୍ୱାରେଣ୍ଟାଇନରେ ରହିଲେ ମିଳିବ ୨ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ ପଞ୍ଚାୟତରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିଲେ ରାଜ୍ୟ ସରକାର ଦେବେ ୨ ହଜାର ଟଙ୍କାର ସହାୟତା।
କୋଭିଡ୍-୧୯ ମୁକାବିଲା ପାଇଁ ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା...





















