କରୋନା ଟିପ୍ସ – ଜାଣନ୍ତୁ ଘରେ କିଭଳି କ୍ୱାରେଣ୍ଟାଇନରେ ରହିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ଏ ଦିଗରେ କିଛି ପଦକ୍ଷେପ ମଧ୍ୟ ଆପଣେଇବାକୁ ପଡ଼ିବ। ଜଣେ ବ୍ୟକ୍ତି ଯଦି ଭାଇରସ ସଂକ୍ରମିତ...

କରୋନା କଟକଣା: ଏଣିକି ଶ୍ରୀମନ୍ଦିରରେ ପ୍ରବେଶ କଲେ ଭରିବେ ଫର୍ମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଦାଖଲ କରିବାକୁ ହେବ କରୋନା ଫର୍ମ। ଏନେଇ ସୋମବାର ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଭାଇରସକୁ ରୋକିବାକୁ...

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ସ୍ପଷ୍ଟ କଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି। ଯୁବକ ଜଣକ ୬ ତାରିଖରେ...

ଓଜନ ବଢ଼ିବାକୁ ନେଇ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଜନକୁ ନେଇ ସମସ୍ତେ ଚିନ୍ତିତ ରୁହନ୍ତି। ଅଧିକାଂଶ ବ୍ୟକ୍ତି ଓଜନ କମ୍‌ କରିବା ପାଇଁ ବିଭିନ୍ନ ମେଡିସିନ୍‌, ବିଭିନ୍ନ କମ୍ପାନିର ଖାଦ୍ୟ ବ୍ୟବହାର କରିଥା’ନ୍ତି। ହେଲେ ଏହା ଶରୀର ପାଇଁ କ୍ଷତିକାରକ...

ଲୋକେ ସଚେତନ ହେଲେ କରୋନା ହାରିବ – ସୁବ୍ରତ ବାଗ୍‌ଚି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୩୦ଟି ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବଙ୍କ ସମୀକ୍ଷା ୧୦୪ - କରୋନା ହେଲ୍‌ପଲାଇନ୍‌ ନମ୍ବର ଜାରି ପ୍ରତି ଜିଲ୍ଲା ଓ ମେଡିକାଲ କଲେଜ୍‌ରେ କଣ୍ଟ୍ରୋଲ ରୁମ୍‌ ସ୍ଥାପିତ ସ୍ୱଚ୍ଛତା...

କରୋନା ପାଇଁ ଚାରି ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୪ ଜଣ ଆଇଏଏସ୍ ଅଫିସରଙ୍କୁ...

କରୋନାକୁ ନେଇ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦୀ, ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=P12kNdSBSS4]କରୋନା ମୁକାବିଲା ନେଇ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରବିବାର ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଏନେଇ...

କରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ:  ୨୨ରୁ ୨୨ ନେଗେଟିଭ, ୮ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା କମ୍ୟୁନିକେସନ ସେଲ୍‌ର ମୁଖ୍ୟ ସୁବ୍ରତ ବାଗ୍‌ଚିଙ୍କ ସାମ୍ଵାଦିକ ସମ୍ମିଳନୀ କରୋନା ମୁକାବିଲା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର ହାତଧୁଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ...

ଡେଉଁଛି କରୋନା – ହାତ ମିଳାନ୍ତୁନି, ଆଲିଙ୍ଗନ କରନ୍ତୁନି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ବିଶ୍ଵରେ କରୋନା ଭାଇରସ ନିଜ କାୟା ବିସ୍ତାର କରିଛି। ଏଥିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ...

ଛୋଟ ପିଲାଙ୍କୁ କରୋନାରୁ କେମିତି ରଖିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଏ କି ନାହିଁ ସେ ସଂପର୍କରେ...