ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କଟକରେ। ସେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଦିଲ୍ଲୀ ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଗତ...

କରୋନାକୁ ନେଇ ସଚେତନ କରାଇଲେ ବ୍ରିଟେନର ମହିଳା ଆକ୍ରାନ୍ତ, କହିଲେ ନିଜ କାହାଣୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] ମାରାତ୍ମକ ଭାଇରସ କରୋନା ସହ ସଂଗ୍ରାମ କରୁଛନ୍ତି ବ୍ରିଟେନର ଜେସି କ୍ଲାର୍କ। କରୋନା ସଂକ୍ରମତି ହେବା ପରେ ତାଙ୍କୁ ଅନେକ କଷ୍ଟ ହେଉଛି। ସେ ଠିକ୍ ଭାବରେ ଚଲାବୁଲା...

ବିଶାଖାପାଟଣା: କରୋନା କାରଣରୁ ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ରେଳବାଇ ପୋଲିସ ଅଧିକାରୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ପାଇଁ ମା’ଙ୍କୁ ମରଶରୀରକୁ ଦେଖିବାରୁ ବଞ୍ଚିତ ହେଲେ ଜଣେ ଆରପିଏଫ୍ କର୍ମଚାରୀ। ଆନ୍ଦ୍ରପ୍ରଦେଶର ବିଜୟୱାଡାଠାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଆନ୍ଦ୍ରପ୍ରଦେଶର ବିଜୟୱାଡାର...

୧୪ ପରେ ବିମାନ ସେବା ଆରମ୍ଭ ହେବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧୪ ତାରିଖ ପରେ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରାଦୀପ ପୁରୀ। ସେ କହିଛନ୍ତି ଯେ,...

ଏପ୍ରିଲ ୧୪ ପରେ ସୀମିତ ଲକଡାଉନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣର ଆଶଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଲକ୍‌ଡାଉନ ଘୋଷଣା କରାଯାଇଛି ତାହା ଆଜି ଦଶମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଥିବା...

କରୋନା ଯୁଦ୍ଧ: ରାଜସ୍ଥାନ ସୀମାରେ ଡାକ୍ତର ରାଜବୀରଙ୍କ ଲଢ଼େଇ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଦିନରାତି ଲୋକଙ୍କ ସେବାରେ ଡାକ୍ତର ରାଜବୀର ସିଂହ। କରୋନା ଭାଇରସର ଲଢ଼େଇରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବି ଆଣ୍ଠୁମାଡ଼ି ବସିଛନ୍ତି। କିଏ ଏହାକୁ ମୂଳପୋଛ କରିବା ପାଇଁ...

କଟକରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ – ୪୮ ଘଣ୍ଟା ପାଇଁ ସଟଡାଉନ୍ ହେବ ସହର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକରେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଣ୍ଟା ପାଇଁ ଲକଡାଉନ୍ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ୱର ଓ ଭଦ୍ରକ ସହର...

ରାଜ୍ୟରେ ଚିହ୍ନଟ ହେଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ତାଙ୍କ ଘର କଟକରେ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।...

କରୋନା ଦୁଃଖ: ବାପାଙ୍କ ଶେଷ ଦର୍ଶନ କରିପାରିଲେନି ଅଭିନେତ୍ରୀ ସନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବାପାଙ୍କୁ ଶେର୍ଷ ଦର୍ଶନ କରିପାରିଲେନି ବଲିଉଡ ଅଭିନେତ୍ରୀ ସନା ସଇଦ। କରୋନା ଯୋଗୁଁ ସନା ଏବେ ଆମେରିକାରେ ଫସି ରହିଥବାରୁ ସେ ତାଙ୍କ ବାପା ଅନ୍ତିମ ସଂସ୍କାରରେ...

ଲକଡାଉନ – ଗରିବ ଫଳ ବେପାରୀ ଚିହ୍ନିଲେ ଭୋକିଲା ପେଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ବେଳେ ଅସହାୟମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଉତ୍ତରପ୍ରଦେଶର ଶକିଳ ଅହମ୍ମଦ। ବିଜନୋର ଜିଲ୍ଲାରେ ଏକ ଠେଲା ଲଗାଇ ଫଳ ବିକନ୍ତି ଶକିଳ। ଲକ୍‌ଡାଉନ ବେଳେ ବାହାର ରାଜ୍ୟରୁ ଆସି...