ଲକ୍‌ଡାଉନ୍‌ ସମୟରେ ବେଶି ଟାଇମ୍‌ ଏସିରେ ରହୁଛନ୍ତି କି? ସାବଧାନ ହୋଇଯା’ନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣରୁ ନିଜକୁ ଓ ପୂରା ସମାଜକୁ ରକ୍ଷା କରିବା ପାଇଁ ଗୋଟିଏ ମାତ୍ର ଉପାୟ ହେଲା ସାମାଜିକ ଦୂରତା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶ ଲାଗି ୨୧...

କରୋନା ମୁକାବିଲା ଲାଗି ଜି-୨୦ ରାଷ୍ଟ୍ର ଦେବେ ୫ ଲକ୍ଷ କୋଟି ଡଲାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମାହାମାରୀ ଏବେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଏଥିରୁ ମୁକୁଳିବା ପାଇଁ ସାରା ବିଶ୍ୱ ଉପାୟ ଖୋଜୁଥିବା ବେଳେ ଜି-୨୦ ରାଷ୍ଟ୍ର ବଡ଼ ଘୋଷଣା କରିଛନ୍ତି।...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୩, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬...

ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍‌ ଟେନସନରୁ ବର୍ତ୍ତିବା ପାଇଁ ଆପଣ ଘରେ କିଛି କାମ କରିପାରିବେ ଜାଣନ୍ତୁ ସେହି କାମ କ’ଣ? କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଏହି ସମୟ...

କରୋନା ରୋକିବାକୁ କେନ୍ଦ୍ରାପଡ଼ାରେ ଗ୍ରାମବାସୀଙ୍କ ପଦକ୍ଷେପ – ଗାଁକୁ ଗାଁ ନାକାବନ୍ଦୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଗାଁ କୁ ଗାଁ ନାକାବନ୍ଦୀ ହେବାରେ ଲାଗିଛି। ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକର ଗୁଣୁପୁରପଟଣା ଗାଁକୁ ଲୋକେ ନାକାବନ୍ଦୀ କରିଥିଲା ବେଳେ ଗୁରୁବାର ଡଅଁରମୁଣ୍ଡ ଗାଁକୁ ଗ୍ରାମବାସୀ...

ଓଡ଼ିଶାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଭୁବନେଶ୍ଵରର ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ...

କରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ବ୍ୟାପକ ପଦକ୍ଷେପ – ‘ସାମାଜିକ ଦୂରତା’ ରକ୍ଷା ଉପରେ ଗୁରୁତ୍ୱ...

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସୁନ୍ଦରଗଡ଼ର ୧୭ ବ୍ଲକ ଏବଂ ବିଭିନ୍ନ ପୌରାଞ୍ଚଳରେ କରୋନା ପାଇଁ ଜୋରଦାର ପ୍ରସ୍ତୁତି ସୁନ୍ଦରଗଡ଼ରେ ୪ ଶହରୁ ଅଧିକ ହଷ୍ଟେଲ ବନ୍ଦ ୪୮ ହଜାର ୨୬୩ ପିଲାଙ୍କୁ ପଠାଗଲା...

ଟୁଇନ୍ ସିଟିରେ ୨୪ ଘଣ୍ଟା ଖୋଲା ରହିପାରିବ ଦୋକାନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସମୟରେ ଟୁଇନ୍ ସିଟିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିପାରିବ। ଦୋକାନଗୁଡ଼ିକର ଖୋଲିବା ଓ ବନ୍ଦ କରିବା ଉପରେ କୌଣସି କଟକଣା ନାହିଁ।...

ଲକ୍‌ଡାଉନ୍‌ ବେଳେ ରାସ୍ତାରେ ଗଡ଼ିପାରିବ ମାଲବାହୀ ଗାଡ଼ି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ନିର୍ବିଘ୍ନରେ ଯା’ ଆସ କରିପାରିବ ମାଲବାହୀ ଗାଡ଼ି। କଟକ-ଭୁବନେଶ୍ଵର ମଧ୍ୟରେ ଗଡ଼ି ପାରିବ ସବୁ ମାଲବାହୀ ଗାଡ଼ି। ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ସୁବିଧା ପାଇଁ ଏହି କଟକଣା...

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ – ଟିଉସନ୍‌ କରି ବନ୍ଧାହେଲେ ଶିକ୍ଷକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ଶିକ୍ଷକ ଲକ୍‌ଡାଉନ ନିୟମ ଉଲ୍ଲଘଂନ କରି ବନ୍ଧା ହୋଇଛନ୍ତି। ଶିକ୍ଷକ ଜଣକ ସ୍କୁଲ ପରିସରରେ...