କରୋନା ପାଇଁ ବସ୍ ମାଲିକଙ୍କୁ ଗାଇଡଲାଇନ୍, ଓଭରଲୋଡିଂ କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କାରଣରୁ ବସ୍‌ମାନଙ୍କ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କଲା ପରିବହନ ବିଭାଗ। ଟୁଇନ୍ ସିଟି ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ସମସ୍ତ ଘରୋଇ ଓ ସରକାରୀ ବସ ପାଇଁ ଏହି...

କରୋନା ପାଇଁ ବ୍ରହ୍ମପୁରରେ ମୃଗ ବିହାର, ପାନ୍ଥ ନିବାସ ବନ୍ଦ      

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଯେପରି ନ ବ୍ୟାପିବ ସେଥିପାଇଁ ବ୍ରହ୍ମପୁର ତପ୍ତପାଣି ଉଷ୍ଣ ପ୍ରସବଣ ନିକଟରେ ଥିବା ପାନ୍ଥ ନିବାସ ଓ ମୃଗ ବିହାରକୁ ବନ୍ଦ କରାଯାଇଛି। ତପ୍ତପାଣି ମୃଗ ବିହାରକୁ...

କରୋନା ଆଲର୍ଟ – ପ୍ରଥମରୁ ନବମ ଶ୍ରେଣୀ ଯାଏଁ ପରୀକ୍ଷା ବାତିଲ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବାତିଲ ହେଲା ପରୀକ୍ଷା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏନେଇ ସ୍କୁଲ...

କରୋନା ଭୟ – ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ। ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ଏହି ପଞ୍ଚାୟତ ଉପ-ନିର୍ବାଚନକୁ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନର...

ସ୍ୱଚ୍ଛ ହାତ ସୁସ୍ଥ ଶରୀର – ଜାଣନ୍ତୁ ହାତ ଧୋଇବାର ସଠିକ ପ୍ରଣାଳୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥାନ୍ତି। ଏବେ...

କରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ରୋହିତ ଶର୍ମା, ସେଆର କଲେ ଭିଡିଓ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ସରକାର ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଜନସଚେତନତାରେ ସାମିଲ ହୋଇଛନ୍ତି କ୍ରିକେଟର ରୋହିତ ଶର୍ମା।...

ମହାମାରୀର ନାଁ ‘କରୋନା’ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କାହିଁକି କାୟା ମେଲାଉଛି କରୋନା? କେମିତି ତିଆରି ହେବ ଔଷଧ? ଏନେଇ ଗବେଷଣା ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା। କାହିଁକି ନା ଏହି ଭୟଙ୍କର...

କରୋନା ଭୟ – ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ ହେବ କରୋନା ସ୍କ୍ରିନିଂ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ କରୋନା ସ୍କ୍ରିନିଂ ହେବ । କରୋନା ସନ୍ଦେହ ହେଲେ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯିବ। ଏନେଇ ସୋମବାର ଟୁଇଟରରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି...
corona-virus-test

କରୋନା ମୁକାବିଲା: ଗଞ୍ଜାମରେ ୧୪୪ ଧାରା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସରୁ ଯେଭଳି ମୁକ୍ତି ମିଳିବ ଓ ପ୍ରତିହତ କରିହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।...

କରୋନା ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ – ୨୪ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ଛାତ୍ରାଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପିଜି କାଉନସିଲ୍...