ଇନ୍‌ସୋମନିଆ କ’ଣ? ଏହାର କାରଣ ଓ ଲକ୍ଷଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନସୋମ୍‌ନିଆ ବା ଅନିଦ୍ରା ବା ନିଦ୍ରାହୀନତା ଏମିତି ଏକ ରୋଗ, ଯାହା ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣେ। ଯଦି ଏହି ସମସ୍ୟା ଅଧିକ ଦିନ ଧରି ରହେ ତେବେ...
corona-virus-test

କୋରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌ ଆଉ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ଜଣେ ମହିଳା ଆଖି ବୁଜିଛନ୍ତି। ତାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ପୁଅଙ୍କଠାରୁ...

ହାଇଦ୍ରାବାଦରେ ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇଦ୍ରାବାଦରେ ଜଣେ କୋରୋନା ରୋଗୀ ସୁସ୍ଥ ହେବା ଖବର ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର...

ସବୁଠି କୋରୋନା ଭୟ – ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୧, ୧୧ ରାଜ୍ୟରେ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ବ୍ୟାପୁଛି କୋରୋନା ଭାଇରସ୍‌। ଶୁକ୍ରବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଥିବା ବେଳେ ସନ୍ଧ୍ୟାରେ ୮୧ ଛୁଇଁଛି। ଆତଙ୍କ ଖେଳାଇଛି କୋରୋନା। ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ଚିହ୍ନଟ ହେଉଥିବାରୁ ସବୁଠି...

ବଢୁଛି କୋରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୭...

କୋରୋନା ଡର – କଟକ-ଭୁବନେଶ୍ଵରରେ ବାହାଘର ପ୍ରୋସେସନ୍‌କୁ କମିସନରେଟ୍‌ ପୋଲିସର ନାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି...

କୋରୋନାକୁ ଡରନା – ହ୍ୟାଣ୍ଡୱାସ୍‌ରେ ହାତଧୋଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=z0BGKO_VI1w କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,...

୨ ବର୍ଷ ୬ମାସର ସଂଘର୍ଷ – ଏଡ୍‌ସକୁ ଜିତିଲେ ଲଣ୍ଡନ ଯୁବକ ଆଦାମ୍ କାଷ୍ଟିଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଡ୍‌ସ ରୋଗକୁ ମାତ୍ ଦେଲେ ଲଣ୍ଡନ ଯୁବକ। ୨ବର୍ଷ ୬ମାସ ସମୟ ଧରି ଏଡ୍‌ସ ରୋଗ ସହ ସଂଗ୍ରାମ କରିବା ପରେ ଲଣ୍ଡନର ଆଦାମ କାଷ୍ଟିଲେଜ ଏବେ ସୁସ୍ଥ ହୋଇ ପାରିଛନ୍ତି।...

ସ୍ଵାସ୍ଥ୍ୟ ବିଭାଗର ବିଜ୍ଞପ୍ତି – ଘରୋଇ ଲ୍ୟାବରେ କରିପାରିବେନି କୋରୋନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ଘରୋଇ ଲ୍ୟାବରେ କୋରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ...

କାୟା ବିସ୍ତାର କରୁଛି କୋରୋନା: ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ହୁ ହୁ ହୋଇ ବ୍ୟାପୁଛି କୋରୋନା। ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଦୁଇଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବିଗତ ୨୪ଘଣ୍ଟା ମଧ୍ୟରେ ୭ଟି...