୫ଟି ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି।...
ଶରୀରରେ ଭିଟାମିନ୍ ବି୧୨ ଅଭାବ ହେଲେ କ’ଣ ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ ମସ୍ତିଷ୍କର କାର୍ଯ୍ୟପ୍ରକ୍ରିୟା ଏବଂ ଲୋହିତ ରକ୍ତକଣିକାର ସୃଷ୍ଟି ପାଇଁ ପାଇଁ ଭିଟାମିନ୍ ବି ୧୨ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହା ଆମର ସ୍ନାୟବିକ ପ୍ରକ୍ରିୟା ଏବଂ ରକ୍ତକୋଷିକାକୁ ସୁସ୍ଥ ରଖିଥାଏ।...
ବର୍ଷାଦିନ ପାଇଁ ସ୍ପେସାଲ ଡାଏଟ୍, ସୁସ୍ଥ ରହିବାର ଚାବିକାଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି...
ଫାଷ୍ଟଫୁଡରେ କ’ଣ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫାଷ୍ଟଫୁଡ୍ ଶରୀର ପାଇଁ ହାନିକାରକ। ଏହା ତ ଆପଣମାନେ ଜାଣିଥିବେ। କିନ୍ତୁ ଫାଷ୍ଟଫୁଡରେ ଥିବା କେଉଁ ଜିନିଷ ଶରୀର ପାଇଁ କ୍ଷତିକାରୀ ତାହା ଜାଣିରଖନ୍ତୁ।
ଫାଷ୍ଟଫୁଡରେ ଚଟପଟା ସ୍ୱାଦ ଯୋଗୁଁ କେବଳ ପିଲାମାନଙ୍କୁ...
ଛତୁଆ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ସକାଳ ଭୋଜନରେ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାର ବିଭିନ୍ନ କାରଣ ବି ରହିଛି। ଆୟୁର୍ବେଦ ଅନୁସାରେ ଛତୁଆ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦୂର...
ଏଣିକି ସବୁ ଘରୋଇ ହସ୍ପିଟାଲରେ ଲାଗୁ ହେବ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା
ଓଡ଼ିଶାଲାଇଭ ବ୍ୟୁରୋ
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସମସ୍ତ ଘରୋଇ ହସ୍ପିଟାଲରେ ସମସ୍ତ ହିତାଧିକାରୀ ମାଗଣାରେ ସ୍ଵାସ୍ଥ୍ୟ ସେବା ପାଇପାରିବେ।
ଏଣିକି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତ ଆର୍ଥିକ ଅନଗ୍ରସରଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ...
ଭାତୁଡ଼ି ହୋଇଥିଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାତୁଡ଼ି ବା ସ୍କିନ୍ ୱାର୍ଟ ଏକ ସାଧାରଣ ସମସ୍ୟା। ସର୍ବସାଧାରଣ ଶୌଚାଳୟରେ ସ୍ନାନ କରିବା, ମାଟି କାମ କରୁଥିବା ଲୋକେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ଲୋକଙ୍କଠାରେ ଏହା ଅଧିକ...
ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ବିସ୍କୁଟ୍ ବଦଳରେ ମିଳିବ ସ୍ୱାସ୍ଥ୍ୟକର ସ୍ନାକ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏବେ ମନ୍ତ୍ରାଳୟରେ ସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ସେ ଅନୁସାରେ ମନ୍ତ୍ରାଳୟ ଅଧୀନରେ ଆସୁଥିବା ସବୁ ବିଭାଗରେ ଏବେ...
ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏସଟିପିଆଇର ଯୋଗଦାନ
ମାନସ ପଣ୍ଡା
ଡିଜିଟାଲ ଇଣ୍ଡିଆ ସପ୍ତାହ ପାଳନର ଚତୁର୍ଥ ବାର୍ଷିକୀ ଅବସରରେ…
ଡିଜିଟାଲ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ମୂଳ ଲକ୍ଷ୍ୟ ମଧ୍ୟରେ ରହିଛି ଏକ ଡିଜିଟାଲ-ସଶକ୍ତ ସମାଜ ତଥା...
ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା, ୮ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ ବ୍ୟୁରୋ
ଗତକାଲି ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ୩ ତାରିଖ ଯାଏଁ ବର୍ଷା ଲାଗି ରହିବ। ଏନେଇ ପୂର୍ବାନୁମାନ...





















