ହଠାତ୍ ଆସିପାରେ ହୃଦଘାତ : ଜାଣନ୍ତୁ ହୃଦଘାତର ପୂର୍ବ ୭ଟି ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଛି। ହୃଦଘାତ ଆସିବା ପୂର୍ବରୁ ନିଜକୁ ସଚେତନ ରଖନ୍ତୁ।
କୁହାଯାଏ କି, ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ। କିନ୍ତୁ...
ପେଟ ଚର୍ବି କମାଇବାର ନୂଆ ଫର୍ମୁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...
ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି କୋଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ।
ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ।...
ଚର୍ବି ନିୟନ୍ତ୍ରଣ କରେ ଟମାଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରେ ଟମାଟୋ ଏକ ଦରକାରୀ ପରିବା ଭାବେ ବ୍ୟବହାର କରାଯାଏ। ବିଶ୍ଵରେ ଟମାଟୋ ଉତ୍ପାଦନ କରିବାରେ ସର୍ବାଗ୍ରେ ରହିଛି। ଏହାର ଅନେକ ଗୁଡ଼ିଏ ଉପକାରୀ ଗୁଣ ମଧ୍ୟ ରହିଛି।
ଟମାଟୋରେ ଭିଟାମିନ୍...
ଗ୍ରୀନ୍ ଟି ପିଅନ୍ତୁ ଓଜନ କମାନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀର ପାଇଁ ଗ୍ରୀନ୍ ଟି ବହୁତ ଉପଯୋଗୀ। ଏଥିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଶରୀର ପାଇଁ ଲାଭପ୍ରଦ ହୋଇଥାଏ।
ଆଜିକାଲି ଆମ ଦେଶରେ ଗ୍ରୀନ୍ ଟି ପିଇବାର ଚଳନ ଧିରେ ଧିରେ...
ବ୍ଲଡ ପ୍ରେସର କମାଏ ସପୁରି: କ’ଣ ରହିଛି ସପୁରିର ଉପକାରୀ ଗୁଣ ଆସନ୍ତୁ ଜାଣିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ହେଲେ ଆପଣଙ୍କୁ ଭିଟାମିନ୍-ସି ଯୁକ୍ତ ଫଳ ଖାଇବା ନିହାତି ଆବଶ୍ୟକ। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍...
ହୃଦ୍ରୋଗୀଙ୍କ ପାଇଁ ବାଇଗଣ ବେଶ୍ ଉପାଦେୟ: ଆସନ୍ତୁ ଜାଣିବା ବାଇଗଣର ଉପକାରିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵମଧ୍ୟ ରହିଛି। ବିଶ୍ୱରେ...
କାହିଁକି ହୁଏ ମଧୁମେହ? ଜାଣନ୍ତୁ ଏହି ରିପୋର୍ଟରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ।
ଲକ୍ଷଣ
ଅଧିକ...
ଏହି ୮ଟି କଥା ହୋଇପାରେ କ୍ୟାନସରର କାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ୮ଟି କଥା ଜମା ଭୁଲନ୍ତୁ ନାହିଁ। କାରଣ ଯାହା ଆପଣଙ୍କ ପାଟିକୁ ସୁଆଦ ଲାଗେ ତା’ର ମାତ୍ରା ସାମାନ୍ୟ...
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଫେରିବେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେ ଜଗା-କାଳିଆ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ...