ଭାରତ ଇତିହାସରେ କଳା ଦିନ ଥିଲା ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ। ଭାରତ ଇତିହାସରେ ଏକ କଳା ଦିବସ। ଏହି ଘଟଣା ପ୍ରତି ଭାରତୀୟଙ୍କୁ ମନେ ପକାଇଥାଏ ବ୍ରିଟିଶମାନଙ୍କ କ୍ରୁରତା। କିଭଳି ବ୍ରିଟିଶମାନେ ନୃଂଶସ ଭାବେ ହଜାର ହଜାର ଲୋକଙ୍କୁ ମାରିଥିଲେ।...
ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ – ଜୟୀ ରାଜଗୁରୁ
କୃଷ୍ଣଚନ୍ଦ୍ର ସାହୁ
ଆତ୍ମା ଅମର। ପାର୍ଥିବ ଶରୀରର ନାଶ ଅଛି। କିନ୍ତୁ ଆତ୍ମା? ଏହାର ବିଲୀନ ଅସମ୍ଭବ। ଏହାକୁ ନଷ୍ଟ କରିବାରେ ଅସ୍ତ୍ରଶସ୍ତ୍ର, ଜଳ, ପବନ, ଅଗ୍ନି ତଥା ସଂସାରର ସମସ୍ତ ଶକ୍ତି ହାର...
ଭାରତର ସ୍ୱାଧୀନତା – ଆଜାଦ୍ ହିନ୍ଦ ଫୌଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନଙ୍କ ଶାସନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସତ୍ୟ ଓ ଅହିଂସା ନୀତିରେ...
ଫାଶି ଦଉଡ଼ିକୁ ଚୁମ୍ଵନ ଦେଇ ଦେଶ ପାଇଁ ହସିହସି ଜୀବନ ଦେଇଥିଲେ ଭଗତ ସିଂ
ଓଡ଼ିଶାଲାଇଭ ବ୍ୟୁରୋ
ଦେଶକୁ ସ୍ଵାଧୀନ କରିବାକୁ କମ୍ ବୟସରେ ଆଗେଇ ଆସିଥିଲେ ସହିଦ ଭଗତ ସିଂ। ସେଥିପାଇଁ ସେ ଚନ୍ଦ୍ର ଶେଖର ଆଜାଦଙ୍କ ଦଳରେ ମିଶିଥିଲେ। ପରେ ଦିଲ୍ଲୀ କେନ୍ଦ୍ରୀୟ ସଂସଦରେ ବୋମା ମାଡ଼...
ଅଗଷ୍ଟ କ୍ରାନ୍ତି ଦିବସ: ସ୍ୱାଧୀନତାର ଶେଷ ଲଢ଼େଇ ପାଇଁ ଶଙ୍ଖଧ୍ୱନି ଦେଇଥିଲେ ବାପୁଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ଭାବେ ମନେ ପକାଯାଏ। ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ ...
ଭାରତ-ପାକ୍ ବିଭାଜନ ପାଇଁ କିଏ ଦାୟୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୪୭, ଅଗଷ୍ଟ ୧୫। ଭାରତ ଇତିହାସରେ ଏକ ସ୍ୱର୍ଣ୍ଣିମ ଦିନ। କୋଟି କୋଟି ଭାରତୀୟ ଏହି ଦିନକୁ ଏକ ଉତ୍ସବ ଭଳି ପାଳନ କରନ୍ତି। ହେଲେ ଯେତେବେଳେ ସ୍ୱାଧୀନତା ଦିବସ କଥା...
‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା’
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୪୭ ମସିହା ଅଗଷ୍ଟ ୧୫। ଏହି ଦିନ ବ୍ରିଟିଶମାନଙ୍କ କବଳରୁ ଭାରତ ସ୍ୱାଧୀନତା ହାସଲ କରିଥିଲା। ସେବେଠାରୁ ପୂରା ଦେଶରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ...
ଜମ୍ମୁ-କଶ୍ମୀରରେ କେମିତି ଲାଗୁ ହେଲା ଧାରା ୩୭୦?
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାଧୀନତା ପରଠାରୁ ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ମୋଦି ସରକାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।...
ମାତ୍ର ୧୧ ବର୍ଷ ବୟସରେ ଦେଶ ପାଇଁ ବ୍ରିଟିଶଙ୍କ ଆଗରେ ଛିଡ଼ା ହୋଇଥିଲେ ସାବରକର
ଓଡ଼ିଶାଲାଇଭ ବ୍ୟୁରୋ
୧୯୪୭ ମସିହା ଅଗଷ୍ଟ ୧୫। ଏହି ଦିନ ବ୍ରିଟିଶମାନଙ୍କ କବଳରୁ ଭାରତ ସ୍ୱାଧୀନତା ହାସଲ କରିଥିଲା। ସେବେଠାରୁ ପୂରା ଦେଶରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ...