ମହାରାଷ୍ଟ୍ର: ଗର୍ଭସ୍ଥ ଶିଶୁ ପେଟରେ ଶିଶୁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ଗର୍ଭରେ ଆଉ ଏକ ଶିଶୁ ଥିବା କହିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ତା’ଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଲା ଉଭୟ ମଧ୍ୟ ମା’ର ଗର୍ଭରେ। ଏହା କୌଣସି ମନଗଢ଼ା...

୨୦୨୪ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ବିଶ୍ଵରେ ୩୧୦ ବିଲିୟନ ଡଲାରର କ୍ଷୟକ୍ଷତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏକ ମହଙ୍ଗା ବର୍ଷ ରୂପେ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ବୀମା କମ୍ପାନି ସୁଇସ୍‌ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,...

ସରିଲା ବାରବାଟୀ ଦିନିକିଆ: ବିଦାୟ ନେଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ସରିଛି ଭାରତ-ଇଂଲଣ୍ଡ ଦିନିକିଆ। ସୋମବାର ଉଭୟ ଦଳ ଭୁବନେଶ୍ୱରରୁ ବିଦାୟ ନେଇଛନ୍ତି। ବାରବାଟୀ ଦିନିକିଆ ଜିତି ସିରିଜ କବ୍ଜା କରିଛି ଟିମ୍ ଇଣ୍ଡିଆ। ଏବେ ଶେଷ ଦିନିକିଆ...

ଆସନ୍ତାକାଲି ଘନ କୁହୁଡ଼ି ପାଇଁ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଘ ମାସରୁ ଅନୁଭୂତ ହେଲାଣି ଖରା ପ୍ରକୋପ। ହେଲେ ସକାଳୁ ସକାଳୁ କଲବଲ କରୁଛି ଘନ କୁହୁଡ଼ି ପ୍ରଭାବ। ଆସନ୍ତାକାଲି, ମଙ୍ଗଳବାର ଘନ କୁହୁଡ଼ି ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ...

ମହାକୁମ୍ଭ ପାଇଁ ଭକ୍ତଙ୍କ ପ୍ରବଳ ଗହଳି: ୨୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟିରୁ ଅଧିକ ଭକ୍ତ ମହାକୁମ୍ଭ ମେଳାକୁ ଆସି ସାରିଲେଣି। ପ୍ରବଳ ଲୋକଙ୍କ ଆଗମନ...

୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିବସୀୟ ଫ୍ରାନ୍ସ ଓ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ସୋମବାର ସେ ନୂଆଦିଲ୍ଲୀରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସକୁ ଯାତ୍ରା କରିଛନ୍ତି। ସେ ଏଠାରେ ଫ୍ରାନ୍ସ ରାଷ୍ଟ୍ରପତି...

ମହାକୁମ୍ଭ ମେଳା: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ଉତ୍ତରପ୍ରେଦଶରେ ପହଞ୍ଚି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସେ ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ...

ମଣିପୁରରେ ରାଜନୈତିକ ଅସ୍ଥିରତା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଧାନସଭା ବଜେଟ୍ ଅଧିବେଶନ ରଦ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସୋମବାରଠାରୁ ମଣିପୁର ବିଧାନସଭାରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ ରଦ୍ଦ କରାଯାଇଛି। ରାଜ୍ୟରେ...

ଛତିଶଗଡ଼ର ବିଜାପୁର ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ୩୧ ମାଓବାଦୀ ନିହତ, ୨ ଜଣ ଯବାନ ସହିଦ  

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩୧ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଏନକାଉଣ୍ଟର...

ରୋହିତ ବାହିନୀର ବାରବାଟୀ ବିଜୟ: ମ୍ୟାଚ୍ ସହିତ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଦିନିକିଆକୁ ଜିତି ନେଇଛି ଭାରତ। ଏହି ମ୍ୟାଚ ଜିତିବା ସହ ସିରିଜ୍ କବ୍ଜା କରିଛି ଟିମ୍ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା ନିଜର ଦମଦାର...