ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ସଭାପତି ନିଯୁକ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ।...

ଫେବ୍ରୁଆରି ୧୫ ସୁଦ୍ଧା ଇ-କେଓ୍ଵାଇସି ନହେଲେ କଟିଯିବ ରାସନକାର୍ଡ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ରାସନକାର୍ଡ ଇ-କେୱାଇସି ଜାରି ରହିଛି। ଫେବ୍ରୁଆରି ୧୫ ତାରିଖ ମଧ୍ୟରେ ହିତାଧିକାରୀମାନଙ୍କୁ ଇ-କେୱାଇସି କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଇ-କେୱାଇସି ଅପଡେଟ ପାଇଁ ଆବେଦନ କରିନଥିଲେ ଆଉ...

ହୋଇପାରୁନି ନିଷ୍ପତ୍ତି: କିଏ ହେବେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ବି ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ନୂଆ ମୁଖିଆ। ରାଜ୍ୟରେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।...

ପ୍ରୟାଗରାଜର ମହାକୁମ୍ଭ ମେଳାରେ ସାହିତ୍ୟ ଏକାଡେମୀର ହିନ୍ଦୀ କବି ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେକ୍ଟର-୭ସ୍ଥିତ କଳାଗ୍ରାମ ମଞ୍ଚରେ ହିନ୍ଦୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ...

ବେଙ୍ଗାଳୁରୁରେ ଚାଲିଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଚାଲିଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୫’। ସୋମବାର ବେଙ୍ଗାଳୁରୁର ୟେଲେହଙ୍କା ଏୟାର ବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ...

ଓଡ଼ିଶାରେ ବଢ଼ିବ ଏନସିସି କ୍ୟାଡେଟଙ୍କ ସଂଖ୍ୟା, ଖୋଲିବ ୩ଟି ନୂଆ ଟ୍ରେନିଂ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବାକୁ ଯାଉଛି ଏନସିସି କ୍ୟାଡେଟଙ୍କ ସଂଖ୍ୟା। ରାଜ୍ୟରେ ଆହୁରି ୩ଟି ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିବ। ଏନେଇ ମଙ୍ଗଳବାର ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ମୁଖ୍ୟମନ୍ତ୍ରୀ...

ୟୁଟ୍ୟୁବ୍ ସୋ’ରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ବଢୁଛି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ ଏବେ ବଢ଼ିବାରେ ଲାଗିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’‌ରେ ରଣବୀର ଆହ୍ଲାବାଦିଆ ନିଜ...

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପୀଠରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା। ମଙ୍ଗଳବାର ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ମହିମା ଗାଦିରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି। ୩...

ମାଟ୍ରିକ୍ ପରୀକ୍ଷା ୨୦୨୫ ପାଇଁ ଉପଲବ୍ଧ ହେଲା ଆଡମିଟ୍‌ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ୍ ପରୀକ୍ଷା ୨୦୨୫ ପାଇଁ ଆଡମିଟ୍‌ କାର୍ଡ ମିଳିବା ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିଛି। ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା...

କାହିଁକି ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣି ଓରଫ ୟମାଇ ମମତା ନନ୍ଦଗିରି। ଏ ନେଇ ସେ ନିଜେ ଗଣମାଧ୍ୟମ ଆଗରେ ସୂଚନା...