ହାଇଦ୍ରାବାଦ: ୧୩ ମିନିଟରେ ୧୩ଟି ଷ୍ଟେସନ ଅତିକ୍ରମ କରି ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତରୀ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାଟଣାରୁ ଯଶୋବନ୍ତ ପାଢ଼ୀ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ମାତ୍ର ୧୩ ମିନିଟରେ ୧୩ଟି ରେଳ ଷ୍ଟେସନ ଅତିକ୍ରମ କରି ଜଣେ ରୋଗୀର...
ହ୍ୱାଇଟ ହାଉସର ଭିତିରି କଥା: କେଉଁଠି ରୁହନ୍ତି ରାଷ୍ଟ୍ରପତି ଓ କ’ଣ ରହିଛି ସୁବିଧା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସ ହେବ ତାଙ୍କର ନୂଆ ଠିକଣା। ହ୍ୱାଇଟ ହାଉସ ଯେତିକି ସୁନ୍ଦର, ସେତିକି...
ବାଲେଶ୍ଵର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟଗ୍ରାମରେ କମ୍ବଳ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜ ପୋଷ୍ୟଗ୍ରାମଗୁଡ଼ିକରେ ଶୀତବସ୍ତ୍ରୀ ଓ କମ୍ବଳ ବଣ୍ଟନ କରାଯାଇଛି।
ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢ଼ୀ ସହ ଫୁଲକିଆରି ସାହି, ମଖାପଦା...
ମଦ ପିଇ ଚଳାଇ ପାରିବେନି ବାଇକ୍: ରୋକିବ ଏହି ହେଲମେଟ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ସୁରକ୍ଷା ଆଜି ଭାରତରେ ଏକ ଚିନ୍ତାର ବିଷୟ ହୋଇଛି। ନିଶାଶକ୍ତ ହୋଇ ବେପରୁଆ ଗାଡ଼ି ଚଲାଇବା ଯୋଗୁଁ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଚାଲିଛି। ବିଶେଷ କରି ନିଶାଶକ୍ତ ଭାବେ...
ବହୁଚର୍ଚ୍ଚିତ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲା: ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜର ଟେନିଂ ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ...
ଜାନୁଆରି ୨୪ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ – ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨୪ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିରେ ହିତାଧିକାରୀମାନେ ଉଭୟ...
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବ। ଚିଲିକାରେ ଥିବା ବିରଳ ପ୍ରଜାତିର ଇରାଓ୍ଵାଡି ଡଲଫିନ ଗଣନା ପାଇଁ ନିୟୋଜିତ...
ପରଲୋକରେ ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ପରଲୋକ ଘଟିଛି। ରବିବାର କଟକ ସ୍ଥିତ ବାସଭବନରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ...
ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...
ରେଳବାଇର ଦକ୍ଷିଣ ଜୋନରେ ୪୨୩୨ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୨୭ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଦକ୍ଷିଣ ଜୋନରେ (ଏସଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଦକ୍ଷିଣ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୪,୨୩୨ଟି ପଦବୀ ପୂରଣ ହେବ।
ଏହି ପଦବୀ...





















