ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’। ସିରିଏଲ କିଲିଂକୁ ନେଇ ଏହି କ୍ରାଇମ ଥ୍ରିଲର ସିନେମା ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ଦର୍ଶକ। ସିନେମାଟିରେ ନିର୍ଦ୍ଦେଶନା...
ଆମେରିକାରେ ରାଜନୀତି ସହ ଦେବତାଙ୍କ ପରିଭାଷାକୁ ଯୋଡ଼ିଲେ ରାହୁଲ
ମିନତି ମିଶ୍ର
ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ରବିବାର ସେ ଡଲାସ ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ପକ୍ଷରୁ...
ଗଭୀର ଅବପାତ ପ୍ରଭାବ: ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୧୦ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ନ ସମୟରେ ଓଡ଼ିଶା...
ବନ୍ୟାରେ ଉବୁଟୁବୁ ମାଲକାନଗିରି: ଅନେକ ଅଞ୍ଚଳକୁ ଯାତାୟାତ ଠପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। ଗତ ୨ ଦିନରୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳର ରାସ୍ତାରେ ବନ୍ୟା ଜଳ ପ୍ରବାହିତ...
ବାଲେଶ୍ଵର: ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଗଣେଶ ପୂଜା ଅବସରରେ ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି। ସ୍ଥାନୀୟ ଷ୍ଟେସନ କ୍ଲବ୍...
ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୯ ପଦକ ସହ ଭାରତର ସର୍ବକାଳୀନ ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ପ୍ରତିଯୋଗିତାରେ ମୋଟ ୨୯ଟି ପଦକ ଜିତି ଭାରତୀୟ ଖେଳାଳିମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିରେ ୭ଟି ସ୍ୱର୍ଣ୍ଣ,...
ଆଜି ନୂଆଁଖାଇ: ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବ ମା’ ଓ ମାଟିର ପର୍ବ, କୃଷି ଏବଂ କୃଷକଙ୍କର ପର୍ବ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର।
ନୂଆଁଖାଇ ଅବସରରେ...
କେମିତି ହେବା ଦରକାର ଡାଏବେଟିସ୍ ରୋଗୀଙ୍କ ଖାଦ୍ୟଶୈଳୀ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=OoYVgVrI1dM
ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଯାଏଁ ପାଳନ କରାଯାଉଛି ‘ଜାତୀୟ...
ଗିରଫ ହେଲେ କେନ୍ଦୁଝର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁଙ୍କୁ ଶନିବାର ଦିନ ଗିରଫ କରିଛି...
ଓଡ଼ିଶାରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଶନିବାର ଗଣେଶ ପୂଜା ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ...





















