ବାଂଲାଦେଶ ହିଂସାକୁ ନେଇ ଭାରତ ସତର୍କ ରହିଛି – ବୈଦେଶିକ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଦଳୀୟ ବୈଠକରେ ବାଂଲାଦେଶ ହିଂସାକୁ ନେଇ ବିରୋଧୀଙ୍କ ସମ୍ମୁଖରେ ତଥ୍ୟ ରଖିଲେ କେନ୍ଦ୍ର ସରକାର। ବାଂଲାଦେଶରେ ହିଂସା ଉଗ୍ର ରୂପ ଧାରଣ କରିବାପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ...

ପ୍ୟାରିସ ଅଲିମ୍ପିକ୍ସ: ଆଜି ନୀରଜଙ୍କ ସହ ଜାଭେଲିନ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ ଥ୍ରୋ...

କେନ୍ଦ୍ରୀୟ ଜିଏସଟି ପରିଷଦର ସଦସ୍ୟ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନରେ ଗଠିତ ହୋଇଛି ଜିଏସଟି ପରିଷଦ। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସଦସ୍ୟ ହୋଇଛନ୍ତି। ଏହି କେନ୍ଦ୍ରୀୟ ଜିଏସଟି ପରିଷଦରେ ବିଭିନ୍ନ ରାଜ୍ୟର...

ଓଡ଼ିଶାକୁ ଆଳୁ ଯୋଗାଇବ ପଞ୍ଜାବ: ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଆଳୁର ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କଠାରୁ ଆରମ୍ଭ କରି ଆଳୁ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ଗତ କିଛି ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ସମସ୍ୟା। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ...

କିଏ ହେବେ ଓଡ଼ିଶାର ନୂଆ ପୋଲିସ ଡିଜି?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସ ଡିଜି ଭାବେ କିଏ ପାଇବେ ସ୍ଥାୟୀ ନିଯୁକ୍ତି, କିଏ ହେବେ ଓଡ଼ିଶାର ନୂଆ ପୋଲିସ ଡିଜି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୋଲିସ ଡିଜି ନିଯୁକ୍ତି ପାଇଁ ଆରମ୍ଭ...

ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ସରବଜୋତଙ୍କ ସଫଳତା

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସଫଳତା ହାସଲ କରିଛନ୍ତି ଭାରତୀୟ ସୁଟର ସରବଜୋତ ସିଂହ। ସେ ମନୁ ଭାକରଙ୍କ ସହ ମିଶି ଏହି ପଦକ ଜିତିଛନ୍ତି। ୧୦ ମିଟର...

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସେ ସମସ୍ୟା ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ...

ବାଂଲାଦେଶ ହିଂସା: ଇସ୍ତଫା ଦେଇ ଦେଶ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶରେ ଜାରି ରହିଥିବା ହିଂସା ଉଗ୍ର ରୂପ ଧାରଣ କରିଛି। ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ଏ ଯାଏଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏଭଳି...

ମା’ କ୍ଷୀର ଶିଶୁ ପାଇଁ ଶ୍ରେଷ୍ଠ ଆହାର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=3GCjPGT6JTk ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଏହି ଅବସରରେ...

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ: ମନୁ ଭାକରଙ୍କ ପ୍ରଶଂସାରେ ଭାରତବାସୀ ଶତମୁଖ

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଭାରତୀୟ ସୁଟର ମନୁ ଭାକର ଏବେ ପ୍ରସିଦ୍ଧିର ଶିଖରରେ। ଆମ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ। ସମସ୍ତେ ତାଙ୍କୁ...