ବିହାର: ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ରାଜଗିରରେ ଉଦଘାଟିତ ହୋଇଛି ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ପ୍ରାଚୀନ ନାଳନ୍ଦା ବିଶ୍ଵବିଦ୍ୟାଳୟର ଭଗ୍ନାବଶେଷ ନିକଟବର୍ତ୍ତୀ ଅଞ୍ଚଳରେ ଏହି ନୂଆ...
ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସୁରମା ପାଢ଼ୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଜୁନ ୨୦ ତାରିଖରେ ହେବ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ। ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ନିର୍ବାଚନ ପାଇଁ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ...
ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରଭୁଙ୍କ ନୀତି ବିଳମ୍ବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି। ମଙ୍ଗଳବାର ରାତିରେ ସେବାୟତଙ୍କ ଭିତରେ ବିବାଦ ଯୋଗୁଁ ନୀତିକାନ୍ତି ବିଳମ୍ବରେ ଚାଲିଛି। ଫଳରେ ବୁଧବାର ସକାଳେ ମଙ୍ଗଳ ଆଳତି ନୀତି ୪ ଘଣ୍ଟା ବିଳମ୍ବରେ...
ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମଙ୍ଗଳବାର ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ...
୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ପ୍ରତିବର୍ଷ ୨୪ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ଏହି କ୍ରମରେ ...
ସଂଘର୍ଷରୁ ସଫଳତା: ରାମୋଜୀ ରାଓଙ୍କ ଜୀବନ ଯାତ୍ରା
ପ୍ରଣତୀ ପରିଡ଼ା
ରାମୋଜୀ ରାଓ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ। ଦୃଢ଼ତା, କର୍ମ ତତ୍ପରତା, ଶୃଙ୍ଖଳା ଓ ନୈତିକତାର ଅନନ୍ୟ ଉଦାହରଣ। ସାମ୍ବାଦିକତା କ୍ଷେତ୍ରରେ ସେ ଯେଉଁ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି, ତାହା...
କାଳ ହେଲା ଭୁବନେଶ୍ଵରର ମୁକୁଳା ଡ୍ରେନ: ନାଳରେ ଭାସିଯାଇ ନାବାଳକର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳ ହେଲା ମୁକୁଳା ଡ୍ରେନ। ବର୍ଷା ପାଣିରେ ଭାସିଯାଇ ପ୍ରାଣ ହରାଇଲେ ୧୦ ବର୍ଷର ନାବାଳକ। ଏହି ଅଭାବନୀୟ ଘଟିଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ। ମୃତ ନାବାଳକ ହେଉଛନ୍ତି ୟୁନିଟ-୩ ମସଜିଦ...
ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପାଳିଲା ରଜ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟରଲାଣ୍ଡର ରାଜଧାନୀ ଡବଲିନରେ ଆଇରିସ୍ ଓଡ଼ିଆ ଆସୋସିଏସନ୍ ପକ୍ଷରୁ ରଜ ଉତ୍ସବ ପାଳନ କରାଯାଇଛି। ରବିବାର ଆସୋସିଏସନର ସଦସ୍ୟମାନେ ଡବଲିନର ସେଣ୍ଟ କ୍ୟାଥେରିନ ପାର୍କରେ ଏକତ୍ରିତ ହୋଇ ରଜ ପାଳନ କରିଛନ୍ତି।...
ଭିଜୁଛି ଓଡ଼ିଶା: ଜୁନ ୨୩ ଯାଏଁ ଆହୁରି ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ମଙ୍ଗଳବାର ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅହସ୍ୟ ଗରମ ଏବଂ ଗୁଳୁଗୁଳିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଜୁନ ୨୩...
ଜୁଲାଇ ୨୭ରେ କହ୍ନେଇଲାଲ ସ୍ମୃତି ସମାରୋହ: ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ ପାଇବେ କହ୍ନେଇ କଥା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର କହ୍ନେଇଲାଲ ସ୍ମୃତି ସଂସଦ ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ କହ୍ନେଇ କଥା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଯୁବ...





















