କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ଜଣ ମୃତ ଓ ୪୦ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି।...
କିଏ ଜିତିବ ଭଦ୍ରକ ବିଧାନସଭା ଆସନ: ପୁଣି ବିଜେଡି ନା ପଲଟିବ ବାଜି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭଦ୍ରକରେ ବିଜେଡି ହାଟ୍ରିକ ଜିତିସାରିଥିବା ବେଳେ ପୁଣି ଥରେ ବାଜିମାତ କରିବା ଲକ୍ଷ୍ୟରେ ଅଛି। ବିଜେଡିର ଭେଟେରାନ ନେତା ପ୍ରଫୁଲ୍ଲ ସାମଲଙ୍କ ଲଢ଼େଇ ଏଥର କଂଗ୍ରେସ ଓ ବିଜେପିର ଦୁଇ...
ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା: ଜାମିନ ଅବଧି ବଢ଼ାଇବା ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ନିଜର ଜାମିନ ଅବଧି ବଢ଼ାଇବା ପାଇଁ ସେ କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ଉପରେ ଅନ୍ୟ କୌଣସି...
ଓଡ଼ିଶାରେ ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ: ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କିଛି ଦିନର ବର୍ଷା ପରେ ଏବେ ପାଣିପାଗରେ ପରିବର୍ତ୍ତନ ଆସିଛି। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଆହୁରି...
ଅସୁସ୍ଥତା କାରଣରୁ ପ୍ରଶାନ୍ତ ଜଗଦ୍ଦେବ ଏସସିବି ମେଡିକାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳେ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇ ଏସସିବିର ମେଡିସିନ୍ ୱାର୍ଡ ଆଇସିୟୁରେ ଭର୍ତ୍ତି କରାଯାଇଛି।...
ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ...
ପ୍ରତାପ-ଲେଖାଶ୍ରୀ-ଶ୍ରୀକାନ୍ତ: କାହାର ହେବ ବାଲେଶ୍ଵର ଲୋକସଭା ଆସନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=7pRpm_x6VwQ&t=79s
ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର।
ବାଲେଶ୍ୱର ଲୋକସଭା କ୍ଷେତ୍ରରେ...
ଜୁନ୍ ୪ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଓଡ଼ିଶାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ମଙ୍ଗଳବାର ସେ ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ...
ଭବିଷ୍ୟତରେ ଭଲ ଅଧ୍ୟାପିକା ହୋଇ ଶିକ୍ଷାର ବିକାଶ ପାଇଁ କାମ କରିବି – ସମୀକ୍ଷା ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଯୁକ୍ତ ୨ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଛାତ୍ରୀ ସମୀକ୍ଷା ନନ୍ଦ। ସେ ଯୁକ୍ତ ୨ କଳା ବିଷୟରେ ୯୩.୧୬ ପ୍ରତିଶତ ନମ୍ବର ରଖିଛନ୍ତି। ତାଙ୍କର ଏହି ଉପଲବ୍ଧି...
ଭୁବନେଶ୍ୱର ସହ ପୁଣି ଯୋଡ଼ିହେବ ମାଲେସିଆ: ଆଜିଠୁ ଏୟାର ଏସିଆ ଆରମ୍ଭ କରିବ ସିଧାସଳଖ ବିମାନସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାଲେସିଆକୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନସେବା। ବିମାନ ଉଡ଼ାଣ କମ୍ପାନି ଏୟାର ଏସିଆ ପକ୍ଷରୁ ମଙ୍ଗଳବାରରୁ ଏହି ସେବା ଆରମ୍ଭ କରାଯିବ। ସପ୍ତାହକୁ...





















