ଖଲ୍ଲିକୋଟରେ ରାଜନୈତିକ ହିଂସା: ଜଣେ ମୃତ, ୭ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ବୁଧବାର ବିଳମ୍ବିତ ରାତିରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ଗାଁରେ ହୋଇଥିବା ହିଂସାରେ...
ଓଡ଼ିଶା ଗସ୍ତରେ ଜେ ପି ନଡ୍ଡା, ଭୁବନେଶ୍ୱରରେ କଲେ ବିଶାଳ ରୋଡ୍ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସକାଳେ ସେ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ସୋ’ କରିଛନ୍ତି। ଏଥିରେ ନଡ୍ଡାଙ୍କ ସହିତ ଭୁବନେଶ୍ଵରରୁ ବିଜେପି...
ଡେଙ୍ଗୁ ହେଲେ କାହିଁକି କମିଯାଏ ପ୍ଲେଟଲେଟ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=RweT39Z6X-M
ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୬ ତାରିଖକୁ ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ।
ଡେଙ୍ଗୁ ଜ୍ଵର ଏକ...
କେମିତି ଭଲ ହେବ ଡେଙ୍ଗୁ ଜ୍ଵର, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=PILYDJCFcUI
ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୬ ତାରିଖକୁ ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ।
ଡେଙ୍ଗୁ ଏକ ଭୂତାଣୁ...
ପିରିୟଡସ୍ ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପିରିୟଡସ୍ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ଆବଶ୍ୟକ। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣର କାରଣ ପାଲଟିଥାଏ। ପରିୟଡସ୍ ପରିଚ୍ଛନ୍ନତାକୁ ନେଇ...
କଟକରେ ଅମିତ ଶାହଙ୍କ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ବିଶାଳ ରୋଡ ସୋ’। ଅମିତ ଶାହଙ୍କ ସହ ଏହି ରୋଡ ସୋ’ରେ ସାମିଲ ହୋଇଛନ୍ତି ବିଜେପିର କଟକ...
କର୍ମଜୀବୀଙ୍କ ଜୀବନଧାରଣର ମାନ ବଢ଼ାଇବ ‘ଲିଭିଂ ୱେଜ୍’ – ୱେଜଇଣ୍ଡିକେଟର ଫାଉଣ୍ଡେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସମୟରେ ସାରା ବିଶ୍ଵରେ ସମସ୍ତଙ୍କ ଜୀବନଧାରଣର ମାନ ଉପରେ ବେଶ୍ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ କର୍ମଜୀବୀଙ୍କ ସର୍ବନିମ୍ନ ପାରିଶ୍ରମିକ ବଦଳରେ ଜୀବନଧାରଣର ମାନ ବଢ଼ାଇବା ପାଇଁ ପାରିଶ୍ରମିକ ବା ‘ଲିଭିଂ...
ଭାରତରେ ଜୁନ ୪ରେ ହେବ ଇଣ୍ଡି ମେଣ୍ଟ ସରକାର – ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆସନ୍ତା ଜୁନ ୪ ତାରିଖରେ ଗଢ଼ିବ ଇଣ୍ଡି ମେଣ୍ଟ ସରକାର। ବଲାଙ୍ଗିରଠାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଘୋଷଣା: ଜୁଲାଇରୁ ଓଡ଼ିଶାବାସୀଙ୍କୁ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆସନ୍ତା ଜୁଲାଇ ମାସରୁ ଆସିବନି ବିଜୁଳି ବିଲ। ରାଜ୍ୟବାସୀଙ୍କୁ ବିଜେଡି ସରକାର ୧୦୦ ୟୁନିଟ ମାଗଣା ବିଜୁଳି ଦେବ। ଆପଣମାନେ ଖୁସିତ?”, ରାଉରକେଲାଠାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ...
ଜାପାନ: ଟୋକିଓରେ ଶ୍ରୀଜଗନ୍ନାଥ ସୋସାଇଟି ପକ୍ଷରୁ ଚନ୍ଦନ ଯାତ୍ରା ଉତ୍ସବ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜଗନ୍ନାଥ ଚନ୍ଦନ ଯାତ୍ରା ଉତ୍ସବ। ଟୋକିଓର ଫୁନାବୋରି ସ୍ଥିତ ଶ୍ରୀରାଧା ଗୋବିନ୍ଦ ଇସ୍କନ୍ ମନ୍ଦିରରେ ମେ’ ୧୧ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।...





















