ସାଇ ସତ୍ୟମଙ୍କ ସେଲ୍ଫ ଚାର୍ଜିଂ ଇଲେକ୍ଟ୍ରିକ କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=zFDxy3BgXkI
ଆମେରିକାର ଟେକ୍ସାସରେ ମେ’ ୨୯ ଓ ୩୦ ତାରିଖରେ ଆୟୋଜିତ ହେବାକୁ ଯାଉଛି ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍ ୨୦୨୫। ଏଥିରେ ଭାଗନେବେ ଓଡ଼ିଶାର ୮ ଜଣ ପ୍ରତିଭାବାନ...
ସଂପ୍ରସାରଣ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାରିବାକୁ ନାଲକୋ ସିଏମଡିଙ୍କ ଗୁରୁତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ଼ (ନାଲକୋ) ଆର୍ଥିକ ବର୍ଷ ୨୦୨୪-୨୫ରେ ଐତିହାସିକ ଆର୍ଥିକ ମାଇଲଖୁଣ୍ଟ ହାସଲ କରିଛି। ଏହି ଅବସରରେ ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ...
ବାଲେଶ୍ଵରରେ ରୀତିନୀତିରେ ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ୟା କଣ୍ଢେଇ ଗୁରେଇର ହାତ ଧରିଲେ ବର କଣ୍ଢେଇ ଅପର୍ତ୍ତି
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଲୋକକଳା ଓ ସଂସ୍କୃତିର ଗଣପର୍ବ ଜଉ କଣ୍ଢେଇ ବାହାଘର ବୈଦିକ ରୀତିନୀତିରେ ସହଦେବଖୁଣ୍ଟା...
କରଞ୍ଜିଆରେ ବାରହା ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଶିମିଳିପାଳ ପାଦଦେଶ କିରିକିଚିପାଳ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବାରହା ମାଂସ ଜବତ କରିବା...
ଭିଜୁଛି ଓଡ଼ିଶା, ମେ’ ୩୧ ଯାଏଁ ଆହୁରି ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ମେ’ ୩୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...
ଅବକାରୀ ମନ୍ତ୍ରୀ କହିଲେ – ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ଜରିଆରେ କରାଯିବ ସଚେତନ
ବିଦ୍ୟାଳୟସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା
ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ ବୁଲିବ ସଚେତନତା ରଥ
ବେଆଇନ ମାଦକ ଦ୍ରବ୍ୟ କାରବାର ଓ...
ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍: ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ କମାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=hmOOTq-pOGo&t=72s
ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର।
ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ...
ଭିଜିଲାନ୍ସ ଜାଲରେ ଖଡ଼ିଆଳ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁଶାନ୍ତ ସେଠୀଙ୍କର...
ପ୍ରଥମ ଭାରତୀୟ ଆଇସିଏସ୍ ଅଫିସର ସତ୍ୟେନ୍ଦ୍ରନାଥ ଟାଗୋର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/ySXGkC-VG0I
ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସସି। ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ଦେଶରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଥାନ୍ତି। ଅନେକଙ୍କ ମନକୁ ପ୍ରଶ୍ନ ଆସୁଥିବ ଭାରତର...
ବାଲେଶ୍ଵର: ଉପନ୍ୟାସ ଓ ଔପନ୍ୟାସିକଙ୍କୁ ନେଇ ‘ପ୍ରଜାପତି’ ପକ୍ଷରୁ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉପନ୍ୟାସ ଓ ଔପନ୍ୟାସିକଙ୍କ ସୃଷ୍ଟି ଓ ପାଠକୀୟ ପ୍ରଭାବ ସମ୍ପର୍କରେ ଆଲୋଚନା ପାଇଁ ‘ପ୍ରଜାପତି’ ପକ୍ଷରୁ ଔପନ୍ୟାସିକଙ୍କୁ ନେଇ ବାଲେଶ୍ଵରଠାରେ ଏକ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’...





















