ଭିଜୁଛି ଓଡ଼ିଶା, ମେ’ ୩୧ ଯାଏଁ ଆହୁରି ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ମେ’ ୩୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...

ଅବକାରୀ ମନ୍ତ୍ରୀ କହିଲେ – ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ଜରିଆରେ କରାଯିବ ସଚେତନ ବିଦ୍ୟାଳୟସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ ବୁଲିବ ସଚେତନତା ରଥ ବେଆଇନ ମାଦକ ଦ୍ରବ୍ୟ କାରବାର ଓ...

ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍: ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ କମାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hmOOTq-pOGo&t=72s ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର। ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ...

ଭିଜିଲାନ୍ସ ଜାଲରେ ଖଡ଼ିଆଳ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁଶାନ୍ତ ସେଠୀଙ୍କର...

ପ୍ରଥମ ଭାରତୀୟ ଆଇସିଏସ୍ ଅଫିସର ସତ୍ୟେନ୍ଦ୍ରନାଥ ଟାଗୋର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ySXGkC-VG0I ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସସି। ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ଦେଶରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଥାନ୍ତି। ଅନେକଙ୍କ ମନକୁ ପ୍ରଶ୍ନ ଆସୁଥିବ ଭାରତର...

ବାଲେଶ୍ଵର: ଉପନ୍ୟାସ ଓ ଔପନ୍ୟାସିକଙ୍କୁ ନେଇ ‘ପ୍ରଜାପତି’ ପକ୍ଷରୁ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉପନ୍ୟାସ ଓ ଔପନ୍ୟାସିକଙ୍କ ସୃଷ୍ଟି ଓ ପାଠକୀୟ ପ୍ରଭାବ ସମ୍ପର୍କରେ ଆଲୋଚନା ପାଇଁ ‘ପ୍ରଜାପତି’ ପକ୍ଷରୁ ଔପନ୍ୟାସିକଙ୍କୁ ନେଇ ବାଲେଶ୍ଵରଠାରେ ଏକ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’...

୨୦୨୪-୨୫ ଆର୍ଥିକ ବର୍ଷରେ ୫,୩୨୫ କୋଟି ଟଙ୍କାର ନିଟ୍ ଲାଭ କରିଛି ନାଲକୋ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/_V32CTxV9OM (ଭୁବନେଶ୍ଵର): ନ୍ୟାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୪-୨୫ରେ ସର୍ବକାଳୀନ ନିଟ ଲାଭ କରିବାର ରେକର୍ଡ ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ସର୍ବକାଳୀନ ୫,୩୨୫ କୋଟି ଟଙ୍କାର...

ସ୍ପେନ: ୨୦୨୪ରେ ବିନା ପାଇଲଟରେ ଉଡ଼ିଥିଲା ଯାତ୍ରୀ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/sNQhnL0dGtI ସ୍ପେନ ଆକାଶରେ ଗତ ୨୦୨୪ ଫେବ୍ରୁଆରି ୧୭ତାରିଖରେ ବିନା ପାଇଲଟରେ ଉଡ଼ୁଥିଲା ବିମାନ। ବିମାନଟିରେ ୧୯୯ ଜଣ ଯାତ୍ରୀ। ସ୍ପେନର ଦୁର୍ଘଟଣା ଯାଞ୍ଚ୍ ଏଜେନ୍ସି ସିଆଇଏଆଇଏସି ବର୍ତ୍ତମାନ ଏହା ସ୍ପଷ୍ଟ କରିଛି। ୨୦୨୪...

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହେଲା ଓଡ଼ିଆ ଅସ୍ମିତା ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ, ଓଡ଼ିଆ ଅସ୍ମିତା ନୃତ୍ୟକଳା ସମ୍ମାନ ପାଇଲେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ (ବାହାରିନ): ବିଦେଶ ମାଟିରେ ଦେଖିବାକୁ ମିଳିଲା ଓଡ଼ିଆ ଅସ୍ମିତାର ଝଲକ।...

ଆଜିର ସମୟରେ ‘STEM’ ପାଠ୍ୟକ୍ରମର ଗୁରୁତ୍ଵ  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OA_fwo7gSzc ଆଜିର ସମୟରେ ଶିକ୍ଷା କ୍ଷେତ୍ରରେ ‘STEM’ ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥମେଟିକ୍ସ ଭଳି ବିଷୟର ଗୁରୁତ୍ଵ ବହୁତ ଅଧିକ। ଏହି ପାଠ୍ୟକ୍ରମ ଆଧାରିତ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ...