ଜିଏସଟି ପରିଷଦର ୫୦ତମ ବୈଠକ: କ୍ୟାନସର ଏବଂ ଅନ୍ୟ ବିରଳ ରୋଗର ଔଷଧ ହେଲା ଟିକସମୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବସିଥିବା ଏହି ବୈଠକରେ କ୍ୟାନସର, କେତେକ ବିରଳ ରୋଗର ଔଷଧ ଓ ଅନ୍ୟ କିଛି ଜିନିଷ ଉପରୁ ଜିଏସଟି...
କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ, ଚାଲିଛି ୨ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କୁଆଖାଇ ନଦୀ ନେଇଛି ଜୀବନ। ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ବୁଡ଼ି ମଙ୍ଗଳବାର ଦିନ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ...
ବାହାନଗା ଟ୍ରେନ ଟ୍ରାଜେଡି: ପୁଣି ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ରିମାଣ୍ଡରେ ଯିବେ ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ମଙ୍ଗଳବାର ଦିନ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତିନି ଅଭିଯୁକ୍ତ ସିନିୟର ସେକ୍ସନ...
ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ, ସ୍କୁଲକୁ ଜାରି ହେବ ନିର୍ଦେଶାବଳୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଖିଧରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦ୍ରୁତଗତିରେ ବ୍ୟାପୀବାକୁ ଲାଗିଛି ଆଖିଧରା ରୋଗ। ଖାସ କରି ସ୍କୁଲଗୁଡ଼ିକରେ ଆଖିଧରା ରୋଗ ଅଧିକ ବ୍ୟାପୁଥିବାରୁ...
ବାହାନଗା ଟ୍ରେନ ଟ୍ରାଜେଡି: ସରିଲା ରିମାଣ୍ଡ ଅବଧି, କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ୫ ଦିନିଆ ରିମାଣ୍ଡ ଅବଧି। ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ଵର ସ୍ଥିତ ସିବିଆଇ...
୧୧ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ବଢ଼ିବ ନିଯୁକ୍ତି ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୯ତମ ରାଜ୍ୟସ୍ତରୀୟ...
ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ ଏବଂ ଜେତା। ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର...
ଓପିଏସସି ପକ୍ଷରୁ ‘ଖଣି ଅଧିକାରୀ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜୁଲାଇ ୩୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଇସ୍ପାତ ଏବଂ ଖଣି ବିଭାଗରେ ଖାଲିଥିବା ‘ଖଣି ଅଧିକାରୀ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ଅନ୍ତର୍ଗତ ଏହି ନିଯୁକ୍ତି ମିଳିବ। ଏହି...
କେମିତି କରିବେ ଗର୍ଭଧାରଣ ପାଇଁ ଯୋଜନା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=iwjXWh1Nm9U]ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ...
ସମ ହସ୍ପିଟାଲରେ ମେନିଙ୍ଗୋମାଇଲୋସିଲର ସଫଳ ଅସ୍ତ୍ରୋପଚାର: ୮ ମାସର ଶିଶୁ ପିଠିରୁ ବାହାରିଲା ମାଂସ ପିଣ୍ଡୁଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ୮ ମାସ ଶିଶୁର ପିଠିରେ ମେନିଙ୍ଗୋମାଇଲୋସିଲ ଯୋଗୁଁ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଛନ୍ତି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ।...





















