ଆଜିଠୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଙ୍ଗଳବାରଠାରୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ନଦୀର ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ। ଏପ୍ରିଲ...

ଆଉ ୪ ଦିନ ଅସହ୍ୟ ଗରମରେ ଛଟପଟ ହେବେ ଓଡ଼ିଶାବାସୀ, ବାରିପଦାରେ ୪୪ ଡିଗ୍ରୀ ଟପିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା କମିବାର ନାଁ ନେଉନି। ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି...

ଏବେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ‘ଏସମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସ୍ୱାସ୍ଥ୍ୟକର୍ମୀମାନେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ...

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ...

ମଦହାଣ୍ଡି ଭାଙ୍ଗିବାକୁ ଆଦିବାସୀ ମହିଳାଙ୍କୁ ‘ପୋଲିସ ପାୱାର’ ଦେଇଥିଲେ ବିଜୁ ବାବୁ

ସୁମନୀ ଝୋଡ଼ିଆ [youtube https://www.youtube.com/watch?v=_1WTQroEj-8] ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ...

ସରିଲା ମାଟ୍ରିକ୍‌ ପରୀକ୍ଷା ଖାତାଦେଖା, ମେ’ ଶେଷ ସୁଦ୍ଧା ବାହାରିବ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ବର୍ଷ ପାଇଁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଶେଷ ହୋଇଛି। ଏବେ ମେ’ ମାସ ଶେଷ ଭାଗକୁ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏନେଇ ସୋମବାର ସୂଚନା ଦେଇଛନ୍ତି ଓଡ଼ିଶା...

କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ ‘କଳିଙ୍ଗ ଏୟାରଲାଇନ୍ସ’?

ନୀଳାମ୍ବର ରଥ [youtube https://www.youtube.com/watch?v=feOyCCjbudg] ତତ୍କାଳୀନ ଭାରତରେ ଗୋଟିଏ ଘରୋଇ ବିମାନ କମ୍ପାନି ତିଆରି କରିବା କୌଣସି ଅସାଧ୍ୟ କାମଠାରୁ କମ୍ ନଥିଲା। ତଥାପି ନିଜ ନିଷ୍ଠା ଏବଂ ଚେଷ୍ଟା ବଳରେ ‘କଳିଙ୍ଗ ଏୟାରଲାଇନ୍ସ’ ତିଆରି...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=zwF5uykPmjQ] ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ କର୍ମମୟ ଜୀବନର ପରିସୀମା ଥିଲା ଅନେକ ବ୍ୟାପକ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନ ଅତୁଳନୀୟ। ସୋମବାର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ...

ରାଜ୍ୟରେ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଆରମ୍ଭ ହେଲା ସକାଳୁଆ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାରଠାରୁ ପୁଣିଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ବନ୍ଦ ରହିବାପରେ ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି। ଏବେ ସ୍କୁଲଗୁଡ଼ିକ ସକାଳ ୬ଟା...

ବିରୋଧୀ ଏକତା: କେତେ ସତ କେତେ ସ୍ଵପ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ନହେଲେ ଏକାଠି ଲଢ଼ିବାକୁ ପ୍ରୟାସ କରନ୍ତି ବିରୋଧୀ। ଯେତେବେଳେ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ହୁଏନି, ସେତେବେଳେ ବିରୋଧୀ ଦଳ ଏକାଠି...