ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ହେବ ନିୟମିତ, ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବାଣିଜ୍ୟ କର ବିଭାଗରେ କାର୍ଯ୍ୟ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ହେବ ନିୟମିତ। ଏନେଇ ବୁଧବାର ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା...
ଦେଶରେ ୮ ହଜାର ମୁହାଁ କୋଭିଡ ସଂକ୍ରମଣ: ଦିଲ୍ଲୀ-ମୁମ୍ବାଇରେ ସର୍ବାଧିକ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡକୁ ନେଇ ପୁଣି ଚିନ୍ତା ଆରମ୍ଭ ହୋଇଛି। ଦେଶରେ ଏବେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ଜଣ ନୂଆ କୋଭିଡ...
ଦୃଷ୍ଟିହୀନ କ୍ରିକେଟରଙ୍କ ବଡ଼ନାୟକ ‘ନକୁଳ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=--dyfQ3Dl-k]
ଦୃଷ୍ଟିହୀନ କ୍ରିକେଟରେ ଭାରତ ବେଶ ଆଗରେ ରହିଛି। ଭାରତ ଲଗାତର ୩ଥର ଦୃଷ୍ଟିହୀନ ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପ୍ ବିଜୟୀ ମଧ୍ୟ ହୋଇଛି। ୨୦୨୨ ମସିହରେ ହୋଇଥିବା ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପରେ...
ଜଳୁଛି ଓଡ଼ିଶା: ଝାରସୁଗୁଡ଼ାରେ ଅଧିକ ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବା ସହ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ସକାଳୁ ଘରୁ ବାହାରିବାକୁ ଲୋକ ଭୟ କରୁଛନ୍ତି। ପ୍ରଖର ଖରାରେ ଓଡ଼ିଶା ଜଳିବା ଭଳି ମନେ ହେଉଛି।...
ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୧୬ ଯାଏଁ ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ପ୍ରବଳ ଖରା ଜାରି ରହିଛି। ଆଗକୁ ହିଟ ୱେଭ୍ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ଓଡ଼ିଶାର ସମସ୍ତ...
ପରିସ୍ଥିତି ସହ ବଦଳେ ସମ୍ପର୍କ: କ୍ଷମତା ଯିବା ପରେ ଛାଡ଼ିଛନ୍ତି ରାହୁଲଙ୍କ ‘ହାତ’!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପରିସ୍ଥିତି ସହ ସମ୍ପର୍କ ବି ବଦଳି ଯାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଅନେକ ନେତା କ୍ଷମତା ଯିବା ପରେ ରହୁଲଙ୍କ ‘ହାତ’ ଛାଡ଼ିଥିବା ଦେଖିବାକୁ ମିଳିଛି।
ପରିସ୍ଥିତି ଏବଂ...
ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ...
ଅର୍ଚ୍ଚନା ନାଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ...
ଭୁବନେଶ୍ଵରରେ ‘ବିଶ୍ଵ ଛେନାପୋଡ଼ ଦିବସ’ – ସାରା ବିଶ୍ଵକୁ ଦେଉଛି ଓଡ଼ିଆ ଖାଦ୍ୟସଂସ୍କୃତିର ବାର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ 'ବିଶ୍ଵ ଛେନାପୋଡ଼ ଦିବସ' ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଏହି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏଠାରେ ଛେନାପୋଡ଼ର ଉତ୍ପତ୍ତି, ପ୍ରସାର ଓ...
କୋଭିଡ ଚିନ୍ତା: ୫୦ ହଜାର ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଧୀରେ ଧୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଗୁଆ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। କୋଭିଡ ମୁକାବିଲା ପାଇଁ ଓଡ଼ିଶାକୁ ୫୦ ହଜାର...





















